ETV Bharat / state

ବିରୂପା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

author img

By

Published : Jun 17, 2020, 5:40 PM IST

କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳରେ ଥିବା ବିରୂପା ନଦୀରୁ ଏହି ମୃତ ଥଣ୍ଟିଆ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ମୃତ କୁମ୍ଭୀରଟି ୪ ରୁ ୫ ଫୁଟ ହୋଇଥିବାବେଳେ ଏକ ମାଈ କୁମ୍ଭୀର ବୋଲି ଜଣାପଡିଛି।

dead crocodile
ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

କଟକ: ବିରୂପା ନଦୀରୁ ଏକ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର। କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳରେ ଥିବା ବିରୂପା ନଦୀରୁ ଏହି ମୃତ ଥଣ୍ଟିଆ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ମୃତ କୁମ୍ଭୀରଟି ୪ ରୁ ୫ ଫୁଟ ହୋଇଥିବାବେଳେ ଏକ ମାଈ କୁମ୍ଭୀର ବୋଲି ଜଣାପଡିଛି।

ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ଏହି ମୃତ କୁମ୍ଭୀରକୁ ଦେଖିବାକୁ ଆଖପାଖ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ଚୌଦ୍ୱାର ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇ ନନ୍ଦନକାନନ ପଠାଇ ଦିଆଯାଇଛି । ରିପୋର୍ଟ ଆସିଲା ପରେ କୁମ୍ଭୀରର ମୃତ୍ୟୁର କାରଣ ଜଣାପଡିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.