ETV Bharat / state

'ବାଲିଯାତ୍ରାରେ 5Tକୁ ଗୁରୁତ୍ବ ଦିଆଯିବ'

ଆସନ୍ତା ମାସ 12 ତାରିଖରେ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା । ତେବେ ଚଳିତବର୍ଷ ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବ । ଏଥିସହ ପଥ ଉତ୍ସବକୁ ସ୍ଥାନ ଦେଇଛି ଜିଲ୍ଲା ପ୍ରଶାସନ ।

ବାଲିଯାତ୍ରା
author img

By

Published : Oct 24, 2019, 3:05 PM IST

କଟକ: ଚଳିତବର୍ଷ ବାଲିଯାତ୍ରା ଆସନ୍ତା ମାସ 12 ତାରିଖରେ ଆରମ୍ଭ ହେବ । ଏହାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ତ୍ବରିତ କରାଯାଇଛି । ତେବେ ଚଳିତବର୍ଷ ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ବାଲିଯାତ୍ରାରେ 5T କୁ ବେଶ ଗୁରୁତ୍ବ ଦିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ

କାରଣ ଏହି ଯୋଜନା ଏବେ ରାଜ୍ୟରେ ବେଶ ପରିଲକ୍ଷିତ ହେଉଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି 5ଟି ବ୍ୟବସ୍ଥାକୁ ମଧ୍ୟ ବାଲିଯାତ୍ରାରେ ସ୍ଥାନ ଦିଆଯାଇଛି । ଯାହାଦ୍ବାରା ଉଭୟ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ବେଶ ହିତକର ହେବ ।

ଏହାଛଡା ବାଲିଯାତ୍ରାରେ ପଥ ଉତ୍ସବକୁ ସ୍ଥାନ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଏହି 8 ଦିନ ଲୋକମାନେ ବେଶ ମଜା ଉଠାଇବା ନିଶ୍ଚିତ ବୋଲି ଆଶା ରଖିଛି ପ୍ରଶାସନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ଚଳିତବର୍ଷ ବାଲିଯାତ୍ରା ଆସନ୍ତା ମାସ 12 ତାରିଖ ରେ ଆରମ୍ଭ ହେବ । ଏହାକୁ ଆଖିଆଗରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରିତ ଢ଼ଙ୍ଗରେ ଜାରି ରହିଛି । ତେବେ ଚଳିତବର୍ଷ ବାଲିଯାତ୍ରା ରେ 5ଟି କୁ ବେଶ ଗୁରୁତ୍ୱ ଦିଆଯିବା ନେଇ କହିଛନ୍ତି ଭବାନୀ ଶଙ୍କର ଚୟିନୀ ।

କାରଣ ଏହି ଯୋଜନା ଏବେ ରାଜ୍ୟରେ ବେଶ ପରିଲକ୍ଷିତ ହେଉଛି । ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି 5ଟି ବ୍ୟବସ୍ଥା କୁ ମଧ୍ୟ ବାଲିଯାତ୍ରା ରେ ସ୍ଥାନ ଦିଆଯାଇଛି । ଯାହାଦ୍ୱାରା ଉଭୟ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ବେଶ ହିତକର ହେବ । କେଉଁଟି ଅପ୍ରତିକର ପରିସ୍ଥିତ ଉପୁଜୀବନି ।ଏହାଛଡା ବାଲିଯାତ୍ରାରେ ପଥ ଉତ୍ସବ କୁ ସ୍ଥାନ ଦେଇଛି ଜିଲା ପ୍ରଶାସନ । ତେବେ ଏହି 8 ଦିନ ଲୋକ ମାନେ ବେଶ ମଜା ଉଠାଇବା ନିଶ୍ଚିତ ବୋଲି ଆଶା ରଖିଛି ପ୍ରଶାସନ ।

Body:ବାଇଟ: ଭବାନୀ ଶଙ୍କର ଚୟିନୀ(ଜିଲାପାଳ କଟକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.