କଟକ: କମିବାର ନାଁ ନେଉନି କୋରୋନା ସଂକ୍ରମଣ । ଆଜି କଟକ ମହାନଗର ନିଗମରେ ୪୯ କୋରୋନା ପଜେଟିଭ ଚିହ୍ନଟ ହୋଇଛି। ୧୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିଲା ବେଳେ ୩୧ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୨୦୧ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୩୪୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭୨ ଜଣଙ୍କର ମୃତୁ ଘଟିଛି। ସେହିପରି ୭୮୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
ସିଏମସିରେ ଆଜି ୪୯ କୋଭିଡ ପଜେଟିଭ ଚିହ୍ନଟ,୩୧ ଲୋକାଲ - covid update in cuttack
ଦିନକରେ କଟକ ମହାନଗର ନିଗମରୁ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିଲେ କେବଳ ସ୍ଥାନୀୟ ମାମଲା 31 ରହିଛି । ଅଧିକ ପଢନ୍ତୁ..