ETV Bharat / state

ଡଗରପଡା ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ସମେତ 3ଗିରଫ - ଡଗରପଡା ବୋମାମାଡ଼ ଘଟଣା

ଡଗରପଡା ବୋମାମାଡ଼ ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରା ସହ ପୋଲିସ ତାର 2 ସହଯୋଗୀଙ୍କୁ ବାନ୍ଧିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 24, 2019, 7:21 PM IST

କଟକ: ଡଗରପଡାରେ ବୋମାମାଡ଼ ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗିରଫ ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରା । ହାଡିଆ ସହ ପୋଲିସ ତାର 2 ସହଯୋଗୀଙ୍କୁ ମଧ୍ୟ ବାନ୍ଧିଛି । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବୋମା, 2ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଗତ 21 ତାରିଖରେ ଡଗରପଡା ଅଞ୍ଚଳରେ ବୋମାମାଡ଼ ହୋଇଥିଲା । ଏହି ବୋମାମାଡରେ କୌଣସି କ୍ଷତି ହୋଇନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିଲା । ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଲାଲବାଗ ଥାନା ପୋଲିସ ଘଟଣାର ଛାନଭିନ କରିଥିଲା । ତଦନ୍ତ ବେଳେ ବୋମା ମାଡରେ ହାଡ଼ିଆର ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ଗିରଫ ପରେ ହାଡ଼ିଆର ଥିବା ଏକ ମଦ ଦୋକାନକୁ ସିଜ୍‌ କରିଛି ପୋଲିସ । ତେବେ ତା' ବିରୋଧରେ ବିଭିନ୍ନ ଥାନାରେ 20ରୁ ଅଧିକ ମାମଲା ରହିଥିବା କଟକ ଡିସିପି କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ ଡଗରପଡା ରେ ବୋମାମାଡ଼ ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ।ଏହି ବୋମାମାଡ଼ ରେ ଦୁର୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ଙ୍କ ସମେତ 2 ସହଯୋଗୀଙ୍କୁ ଗିରଫ କରିଛି ପୋଲିସ।ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବମ,2 ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ସୂଚନାଯୋଗ୍ୟ ଗତ 21 ତାରିଖରେ ଡଗରପଡା ଅଞ୍ଚଳରେ ବୋମାମାଡ଼ ହୋଇଥିଲା।ଏଥିରେ ଯଦିଓ କାହାର କିଛି କ୍ଷତି ହୋଇ ନ ଥିଲା,ତେବେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ବୋମାମାଡ଼ ହୋଇଥିଲା।ବୋମାମାଡ଼ କରି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ।ଏହି ଘଟଣାରେ ଲାଲବାଗ ଥାନା ପୋଲିସ ଛାନଭିନ କରିଥିଲା। ଏହି ଘଟଣାରେ ହାଡ଼ିଆର ଥିବା ଏକ ମଦ ଦୋକାନ କୁ ପୋଲିସ ସିଜ କରିଛି।ତେବେ ହାଡ଼ିଆ ବିରୋଧରେ ବିଭିନ୍ନ ଥାନାରେ 20 ରୁ ଅଧିକ ମାମଲା ରହିଥିବା କଟକ ଡିସିପି କହିଛନ୍ତି।

ବାଇଟ - ଆଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.