ETV Bharat / state

ସିଲ୍‌ଭର୍‌ ସିଟିରୁ 23 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ ବାଲିଯାତ୍ରା ପଡ଼ିଆ ନିକଟରୁ 225 ଗ୍ରାମର ବ୍ରାଉନ ସୁଗାର ଜବତ, ଯାହାର ଆନୁମାନିକ ମୂଲ୍ୟ 23 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏନେଇ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Mar 2, 2021, 1:26 PM IST

ସିଲ୍‌ଭର୍‌ ସିଟିରୁ 23 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ସିଲ୍‌ଭର୍‌ ସିଟିରୁ 23 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: ପୁଣି ସିଲ୍‌ଭର୍‌ ସିଟିରୁ ଧଳା ଜହର ଜବତ । ତେବେ କଟକ ବାଲିଯାତ୍ରା ପଡ଼ିଆ ନିକଟରୁ 225 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ 23 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ଏନେଇ ଜଣକୁ ଗିରଫ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତ ଜଣକ ହେଲେ ଜଳେଶ୍ବର ବାସିନ୍ଦା ଅବଦୁଲ ହୁସେନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.