ETV Bharat / state

ବିଭିନ୍ନ ଦାବିରେ 12 ଘଣ୍ଟିଆ ବଡମ୍ବା ବନ୍ଦ, ଜନଜୀବନ ପ୍ରଭାବିତ

12 ଘଣ୍ଟିଆ ବଡମ୍ବାରେ ବନ୍ଦ ପାଳନ । ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା । ବଡମ୍ବା ଓକିଲ ସଂଘ ଓ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟିର ମିଳିତ ସହଯୋଗରେ ଏହି ବନ୍ଦ ପାଳନ ହୋଇଥିଲା ।

author img

By

Published : Jul 11, 2019, 10:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବିଭିନ୍ନ ଦାବି ନେଇ ଗୁରୁବାର ବଡମ୍ବାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବଡମ୍ବା ଓକିଲ ସଂଘ ଓ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ସହାୟତାରେ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା ।

ବଡ଼ମ୍ବା ବ୍ଳକରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା, ରାଜସ୍ୱ ଉପଖଣ୍ଡର ମାନ୍ୟତା ମାଣିଆ ବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା, ବଡ଼ମ୍ବା ଉପକାରାଗାରକୁ ବନ୍ଦ ନକରିବା ପ୍ରତିବାଦରେ ବନ୍ଦ ଡାକରା ଦେଇଥିଲା ଓକିଲ ସଂଘ । ଏହି ବନ୍ଦ ଡାକରାରେ ବଡମ୍ବାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟତ ସେବା ଠପ୍ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଗାଡି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖୁବ୍ ଶୀଘ୍ର ଦାବି ଗୁଡ଼ିକ ପୂରଣ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛନ୍ତି କମିଟିର ସଦସ୍ୟ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଭିନ୍ନ ଦାବିରେ ବଡ଼ମ୍ବାରେ 12 ଘଣ୍ଟିଆ ବନ୍ଦ।ବଡ଼ମ୍ବା ଓକିଲ ସଙ୍ଘର ଆହ୍ବାନ କ୍ରମେ ସର୍ବ ଦଳିୟ କ୍ରିୟାନୁଷ୍ଠାନ କମିଟି ସହାୟତାରେ ସକାଳ 6 ଟାରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ବନ୍ଦ କରିଛନ୍ତି।କଟକ ଜିଲ୍ଲା ବଡ଼ମ୍ବା ବ୍ଳକରେ ସବ ଜଜ୍ କୋର୍ଟ ପ୍ରତିଷ୍ଠା,ରାଜସ୍ୱ ଉପଖଣ୍ଡର ମାନ୍ୟତା ମାଣିଆ ବନ୍ଧ ଫାଣ୍ଡି କୁ ଥାନାର ମାନ୍ୟତା ,ବଡ଼ମ୍ବା ଉପକାରାଗାରକୁ ବନ୍ଦ ନ କରିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଥିଲା ଓକିଲ ସଂଘ।ଏହି ଅବସରରେ ବଡ଼ମ୍ବା ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା।ତେବେ ଗାଡି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ।ଖୁବ୍ ଶିଘ୍ର ଦାବି ଗୁଡ଼ିକ ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି କହିଛନ୍ତି କମିଟିର ସଦସ୍ୟ।

ବାଇଟ - ପରେଶ ମହାନ୍ତି।ସମ୍ପାଦକ,ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି।
ବାଇଟ - ସାରଦା ପଟନାୟକ,ସଦସ୍ୟ,ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି।
ବାଇଟ -ଜ୍ଞାନ ରଂଜନ ମିଶ୍ର,ଆଇ ଆଇ ସି ବଡ଼ମ୍ବା।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.