ETV Bharat / state

DGP’s Disc: କୋରାପୁଟ ପୋଲିସର 10 ଅଧିକାରୀଙ୍କୁ ପୁରସ୍କାର

author img

By

Published : Sep 29, 2021, 5:56 PM IST

କୋରାପୁଟ ପୋଲିସର 10 ଜଣ ଅଧିକାରୀଙ୍କୁ ଡିଜିପି DISC ପୁରାସ୍କାର । ମାଓ ବିରୋଧୀ ଅପରେସନରେ ପାଇଥିଲେ ସଫଳତା । ଅଧିକ ପଢନ୍ତୁ...

ମାଓ ମୁକାବିଲାରେ ସଫଳତା ପାଇଁ କୋରାପୁଟ ପୋଲିସର 10 ଅଧକାରୀଙ୍କୁ ଡିଜିପି DISC ପୁରସ୍କାର

କଟକ: କୋରାପୁଟ ପୋଲିସର 10 ଜଣ ଅଧିକାରୀଙ୍କୁ ମିଳିଲା ଡିଜିପି DISC ପୁରସ୍କାର । ନକ୍ସଲ ବିରୋଧୀ ଅପରେସନରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ଅଧିକାରୀଙ୍କୁ ଆଜି (ବୁଧବାର) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଅନ୍ୟ 59 ଜଣ ପୋଲିସ ଅଧିକରୀଙ୍କୁ ମଧ୍ୟ ଆଣ୍ଟି ନକ୍ସଲ ଅପରେସନରେ ଭଲ ପଦର୍ଶନ ପାଇଁ ପୁରସ୍କୃତ କରାଯାଇଛି ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୋଲିସର ଏହି ମାଓ ବିରୋଧୀ ଅପରେସନ ବେଶ ସଫଳ ରହିଛି। ଏଥିରେ ଅନେକ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିବା ସହ ଅନେକ ମାଓବାଦୀଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ପୋଲିସ । ଫଳରେ ଲାଲ କ୍ୟାମ୍ପ କ୍ରମଶଃ ଦୁର୍ବଳ ହେଉଥିବାବେଳେ ଦୁର୍ଦ୍ଦାନ୍ତ ମାଓବାଦୀମାନେ ମଧ୍ୟ ସମାଜରେ ମୁଖ୍ୟ ସ୍ରୋତକୁ ଫେରିବାରେ ଲାଗିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.