ETV Bharat / state

ବିଶ୍ୱ ମାସିକ ଋତୁଚକ୍ର ଦିବସ: ଗାଁ ମହିଳାଙ୍କୁ ସାନିଟାରି ନାପକିନ ବାଣ୍ଟିଲେ ପ୍ୟାଡ଼ଗାର୍ଲ

author img

By

Published : May 28, 2019, 3:08 PM IST

ଆଜି (ମଙ୍ଗଳବାର) ବିଶ୍ୱ ମାସିକ ଋତୁଚକ୍ର ଦିବସରେ ସାନିଟାରୀ ନାପକିନ ସହ ସଚେତନତାର ବାର୍ତ୍ତା ଦେଲେ ଓଡିଶା ପାର୍ଡ ଗାର୍ଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଭୁବନେଶ୍ବର: ଆଜି (ମଙ୍ଗଳବାର) ବିଶ୍ୱ ମାସିକ ଋତୁଚକ୍ର ଦିବସ । ଏହି ଅବସରରେ ଗାଁ ଗାଁ ବୁଲି ସାନିଟାରି ନାପକିନ ବାଣ୍ଟିଛନ୍ତି ଓଡ଼ିଶାର ପ୍ୟାଡଗାର୍ଲ ପାୟଲ ପଟେଲ।

ଓଡ଼ିଶାର ପ୍ୟାଡ଼ ଗାର୍ଲ ଭାବେ ପରିଚିତ ପାୟଲ ପଟେଲ । ନିଜର ଚେଷ୍ଟା ବଳରେ ପାହାଡ଼ି ଇଲାକାରେ ଏକ ସାନିରାଟି ନାପକିନ ଶିଳ୍ପ ପ୍ରତିଷ୍ଠା କରିପାରିଛନ୍ତି ସେ । ପାହାଡି ଇଲାକାର ପାୟଲଙ୍କ ଏପରି ପ୍ରଚେଷ୍ଟା ନିଜ ପାଇଁ ସୃଷ୍ଟି କରିପାରିଛି ନୂତନ ପରିଚୟ । ହେଲେ ଏ ଦିଗରେ ଆଜି ବି କେତେକ ଗାଁ ଗଣ୍ଡା ତଥା ସହରର ବସ୍ତିରେ ସଚେତନତାର ଆବଶ୍ୟକ ରହିଛି ।

World menstruation day
ଡିଜାଇନ ଫଟୋ

ତେଣୁ ଆଜିର ଏ ଦିନରେ ଉପାନ୍ତ ଇଲାକାର ମହିଳାମାନଙ୍କୁ ଋତୁସ୍ରାବ ବିଷୟରେ ଅବଗତ କରାଉଛନ୍ତି ପାୟଲ । ମହିଳାମାନେ ଅନ୍ଧ ବିଶ୍ବାସକୁ ଛାଡି କିପରି ସ୍ବଚ୍ଛତା ଦିଗରେ ଅବଗତ ହେବେ ସେନେଇ ସଚେତନ କରୁଛନ୍ତି ପ୍ୟାଡଗାର୍ଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଆଜି ବିଶ୍ୱ (ମାସିକ ଋତୁ ଶ୍ରାବ) ସ୍ଵଛତା ଦିବସ  ରେ ଗାଁ ଗାଁ ବୁଲି ସେନିଟାରି ନ୍ୟାପକୀନ ବାଣ୍ଟିଲେ ଓଡ଼ିଶା ର ପ୍ୟାଡ଼ ଗାର୍ଲ ପାୟଲ ପଟେଲ। ଓଡିଶା ର ପ୍ୟାଡ଼ ଗାର୍ଲ ପାୟଲ ନିଜର ଚେଷ୍ଟା ବଳ ରେ ପାହାଡ଼ି ଇଲାକା ରେ ନିଜ ଉଦେଗ୍ୟ ବଳ ରେ ଏକ ସେନିରାଟୀ ନ୍ୟାପକୀନ ଶିଳ୍ପ ପ୍ରତିଷ୍ଠାନ କରିଛନ୍ତି। ହେଲେ ଆଜି ବି ସେ ଓଡିଶା ର ଗାଁ ଠାରୁ ସହର ବସ୍ତି ଠାରୁ ଉପାନ୍ତ ଇଲାକା ପର୍ଯ୍ୟନ୍ତ ବୁଲି ବୁଲି ମହିଳା ମାନଙ୍କୁ ମାସିକ ଋତୁ ଶ୍ରାବ ସମୟ ରେ କିଭଳି ପଦକ୍ଷେପ ନେବେ ତା ଉପରେ ସଚେତନ କରାଉଛନ୍ତି। ଏହା ସହ ଆଜି ସେ ବିଶ୍ୱ ର ସବୁ ମହିଳା ମାନଙ୍କୁ ମାସିକ ଋତୁ ଶ୍ରାବ ଉପରେ ସଚେତନତା ର ବାର୍ତା ବାଣ୍ଟୁଛନ୍ତି। ଅନ୍ୟ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.