ETV Bharat / state

ଡିଜିଟାଲ ଦୁନିଆରେ ଇଟିଭି ଭାରତର ଗ୍ରାଣ୍ଡ ଏଣ୍ଟ୍ରି, ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ଇଣ୍ଟରନେଟ ଏକ ଡିଜିଟାଲ୍ ମଞ୍ଚ, ଯେଉଁଠି ଚୁଟକିରେ ଗାଁରୁ ଗ୍ଲୋବାଲ ଯୋଡି ହୋଇଥାନ୍ତି । ଗୋଟିଏ କ୍ଲିକରେ ମିଳିଥାଏ ସଡକଠାରୁ ସଂସଦ ପର୍ଯ୍ୟନ୍ତ ସୂଚନା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Mar 21, 2019, 8:43 PM IST

ଭୁବନେଶ୍ୱର:ଡିଜିଟାଲ୍ ଦୁନିଆକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିଛି 'ଇଟିଭି ଭାରତ' । ଗୋଟିଏ ରାଷ୍ଟ୍ର 13ଟି ଭାଷା । ଗୋଟିଏ କ୍ଲିକରେ ସାରା ରାଷ୍ଟ୍ରର ଖବର । ଏହି ବାର୍ତ୍ତା ସହ ଲଞ୍ଚ ହୋଇଛି ଇଟିଭି ଭାରତ । ଏହି ଅବସରରେ ରାଜ୍ୟର ଅନେକ ବିଶିଷ୍ଟ ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏହି ଆପ୍ ସମାଜରେ ପରିବର୍ତ୍ତନର ଦୂତ ସାଜିବା ସହିତ ସଠିକ, ନିରପେକ୍ଷ, ନିର୍ଭିକ, ନିର୍ଭୁଲ ଖବର ପରିବେଷଣ କରି ବିପ୍ଲବ ଆଣୁ ବୋଲି ଏମାନେ କହିଛନ୍ତି ।ଇଣ୍ଟରନେଟ ଏକ ଡିଜିଟାଲ୍ ମଞ୍ଚ, ଯେଉଁଠି ଚୁଟକିରେ ଗାଁରୁ ଗ୍ଲୋବାଲ ଯୋଡି ହୋଇଥାନ୍ତି । ଗୋଟିଏ କ୍ଲିକରେ ମିଳିଥାଏ ସଡକଠାରୁ ସଂସଦ ପର୍ଯ୍ୟନ୍ତ ସୂଚନା । ତେଣୁ ବର୍ତ୍ତମାନ ଦୁନିଆରେ ସୂଚନା ସବୁକିଛି ସୂଚନା ଇଟିଭିରେ ମିଳିପାରେ ।ଏହା ସମାଜରେ ପରିବର୍ତ୍ତନ ଓ ବିପ୍ଲବ ଆଣିବ । ଏପରି କିଛି ଆଶା ରଖି ଶୁଭକାମନା ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତି ।

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.