ETV Bharat / state

ପାସବୁକ ଦେଖାଇଲେ 2 ହଜାର ଟଙ୍କା ଦେବ ଏସବିଆଇ - dharmendra pradhan

ବ୍ୟାଙ୍କ ସେବା ସ୍ବାଭାବିକ କରିବାକୁ ଚାଲିଛି ପ୍ରୟାସ । ଚାଲୁଛି ଏଟିଏମ । ବାତ୍ୟା ପ୍ରଭାବିତ ଜିଲ୍ଲାରେ ବଢିଲା ଋଣ ପରିଶୋଧ ଅବଧି ।

ପ୍ରତିକାତ୍ମକ ଫଟୋ
author img

By

Published : May 9, 2019, 8:58 PM IST

ଭୁବନେଶ୍ବର: ବାତ୍ୟା ପରେ ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ । ବ୍ୟାଙ୍କ , ରେଳ ଓ ପେଟ୍ରୋଲ, ଡିଜେଲ ଉପଲବ୍ଧି ଓ ବିଦ୍ୟୁତ ଆଦି ଅତ୍ୟାବଶ୍ୟକ ସ୍ଥିତିକୁ ପରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେଉଁ ସବୁ ଦିଗରେ ଗୁରୁତ୍ବ ଦିଆଯାଇଛି ଜାଣନ୍ତୁ-

  • -SBIରେ ପାସ୍‌ବୁକ୍‌ ଦେଖାଇ ଗ୍ରାହକ ୨ ହଜାର ଟଙ୍କା ନେଇପାରିବେ ।
  • -ରାଜ୍ୟର ବ୍ୟାଙ୍କ କର୍ମଚାରୀମାନେ CMRFକୁ ଦିନକର ଦରମା ଦାନ କରିବେ ।
  • -ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଋଣ ପରିଶୋଧ ଅବଧି ବଢ଼ାଇ ଦିଆଯାଇଛି ।
  • - ପୁରୀରେ ୨୩୯ଟି ବ୍ୟାଙ୍କ ଶାଖାରୁ ୬୦ଟି କାର୍ଯ୍ୟକ୍ଷମ
  • -ପୁରୀରେ SBI, PNB ଓ Axis ବ୍ୟାଙ୍କର କିଛି ଶାଖା ଓ ATM କାର୍ଯ୍ୟକ୍ଷମ । ୨୭୩ ATM ମଧ୍ୟରୁ ୨୦ଟିରେ ଟଙ୍କା ଉଠାଣ ଆରମ୍ଭ ।
  • -ଖୋର୍ଦ୍ଧାରେ ୭୦୭ରୁ ୩୭୨ଟି ବ୍ୟାଙ୍କ ଶାଖା ଓ ୧୬୪ ATM ମଧ୍ୟରୁ ୨୦୦ଟି କାର୍ଯ୍ୟକ୍ଷମ ହେଲାଣି ।
  • -ଏଥିସହ ରେଳକୁଞ୍ଜରେ ରେଲୱେର ସ୍ଥିତି ପରଖିଲେ ଧର୍ମେନ୍ଦ୍ର ।
  • - ପୁରୀ ରେଳଷ୍ଟେସନର ୪ଟି ପ୍ଲାଟ୍‌ଫର୍ମ ପୁନଃ କାର୍ଯ୍ୟକ୍ଷମ ।
  • -୮ଟି ପାସେଞ୍ଜର ଟ୍ରେନ୍ ଚାଲିଲା।
  • -ଆସନ୍ତା ୧୨ ତାରିଖ ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହେବ
  • - ଗୁରୁବାର ଠାରୁ ଗଡିଲା କଟକ-ପୁରୀ ଓ ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନ୍‌ ।
  • - ଗୁରୁବାର ବିସିଡିଡି-୨ରେ ଆଉ ୨୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ।
  • - ଆଜିସୁଦ୍ଧା ଭୁବନେଶ୍ବରର ଆଉ ୨୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ।
  • -ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ ପମ୍ପରେ ତୈଳ ଉପଲବ୍ଧ ।
  • -ପୁରୀରେ ୮ଟି ମୋବାଇଲ ଭ୍ୟାନ ଦ୍ବାରା ସେବା ଯୋଗାଇ ଦିଆଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.