ETV Bharat / state

ରାଜ୍ୟସଭା ଉପନିର୍ବାଚନ: 3 ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ - bhubaneswar

3ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି 3 ଆଶାୟୀ।

ଫାଇଲ ଫଟୋ
author img

By

Published : Jun 24, 2019, 3:27 PM IST

Updated : Jun 24, 2019, 4:09 PM IST

ଭୁବନେଶ୍ବର: ରାଜ୍ୟସଭା ସଭାରେ ଓଡିଶାରୁ ଖାଲି ପଡୁଥିବା 3 ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ଏହିକ୍ରମରେ ସୋମବାର 3 ଆଶାୟୀ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ।

ଭିଡି ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟସଭା ଉପନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ପ୍ରକ୍ରିୟା । ଆଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ର, ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟର ସ୍ଥାନରେ ଅଶ୍ୱିନୀ ବୈଷ୍ଣବ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ ରାଜ୍ୟସଭାକୁ ଯିବେ। ଅମରଙ୍କ ପାଇଁ ପ୍ରସ୍ତାବକ ରହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତପନ ଦାସ, ଇଟିଭି ଭାରତ

ରାଜ୍ୟ ସଭା ନାମାଙ୍କନ ପାଇଁ ଆଜି ବିଜେଡିର ଶସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି ।ପ୍ରତାପ ଦେବ ଙ୍କ ସ୍ତାନରେ ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ ଙ୍କ ସ୍ତାନରେ ଅମର ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି ।ଅମର ପଟ୍ଟନାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ରହିଥିବଖ ବେଳେ ସସ୍ମିତ ଙ୍କ ପାଇଁ ପ୍ରସ୍ତାବକ ରହିଛନ୍ତି 

ଆଜି ରିର୍ଟର୍ଣି ଅଫିସର ଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି ,ଏହି ଅବସରରେ ବିଜେଡ଼ିର ନେତା ଓ ମନ୍ତ୍ରୀ ମାନେ ଉପସ୍ଥିତ ରହିଛନ୍ତି ।ଗୋଟିଏ ସେଟ୍ ରେ ୧୦ ବିଧାୟକ ପ୍ରସ୍ତାବକ ରହିବାର ନିୟମ ରହିଛି ।ଅମର ପଟ୍ଟନାୟକ ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Last Updated : Jun 24, 2019, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.