ETV Bharat / state

ରଜ ପରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ରଜ ପରେ ଆସିବ ଦିନ ଯୁକ୍ତ 2 କଳା ଓ ବାଣିଜ୍ୟ ରେଜଲ୍ଟ । ଚଳିତ ମାସ 17 କିମ୍ବା 18 ତାରିଖରେ ପରୀକ୍ଷ ଫଳ ବାହାରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

author img

By

Published : Jun 12, 2019, 1:02 PM IST

ଫଟୋ ସୌଜନ୍ୟ: ସମ୍ବଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ଥିବା ବେଳେ ରଜ ପରେ ଯୁକ୍ତ 2 କଳା ଓ ବାଣିଜ୍ୟ ରେଜଲ୍ଟ ଆସିପାରେ ବୋଲି ପ୍ରକାଶ । ଚଳିତ ମାସ 17 କିମ୍ବା 18 ତାରିଖରେ ପରୀକ୍ଷ ଫଳ ବାହାରିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବଦଦାତା, ଭୁବନେଶ୍ବର

ବୁଧବାର ସଚିବାଳୟରେ ଶ୍ରୀ ଦାଶ ନିଜ କାର୍ଯ୍ୟାଳୟରେ ପୂଜାପାଠ କରିବା ସହିତ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶକୁ ନେଇ ସେ କହିଛନ୍ତି ଚଳିତ ମାସ 17 କିମ୍ବା 18 ତାରିଖରେ ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.