ETV Bharat / state

ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏ ନେଇ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 17, 2019, 6:47 PM IST

ଭୁବନେଶ୍ବର: ଜୁନ୍ ଶେଷ ସପ୍ତାହରେ ଆସିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା କାଲି(ମଙ୍ଗଳବାର) ତାରିଖ ଘୋଷଣା କରାଯାଇପାରେ । ନିର୍ଭୁଲ ଭାବରେ କିପରି ଫଳ ପ୍ରକାଶ ପାଇବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପ୍ରାୟତଃ ଜୁନ 21 ବେଳକୁ ଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି ବୋଲି କୁହାଯାଇଛି । ଜୁନ ପ୍ରଥମ ସପ୍ତାହରେ ବିଜ୍ଞାନ ଫଳ ପ୍ରକାଶିତ ହୋଇଥିଲା । ରଜ ପରେ ଅର୍ଥାତ 17 କିମ୍ବା 18ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ। ନେଇ ପୂର୍ବରୁ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ

Intro:Body:

FSD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.