ETV Bharat / state

ଖୁବ୍‌ଶୀଘ୍ର ବାଜିବ ପାଟକୁରା ନିର୍ବାଚନ ବିଗୁଲ

ଯେ କୌଣସି ସମୟରେ ବାଜିପାରେ ପାଟକୁରା ବିଗୁଲ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ ।

author img

By

Published : Jun 16, 2019, 3:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯେ କୌଣସି ସମୟରେ ବାଜିପାରେ ପାଟକୁରା ବିଗୁଲ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ । ତେବେ ନିର୍ବାଚନକୁ ଆଖିରେ ରଖି ଏବେ ପ୍ରଚାର ମଇଦାନରେ ପଡିଲାଣି ପ୍ରମୁଖ ଦଳର ଡେରା । ଏଥିସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗ୍ରହଣୀୟତାକୁ ଆଧାର କରି ଦଳ ତାଙ୍କୁ ଆଗୁଆ ମଇଦାନକୁ ଛାଡିଛି । ଅନ୍ୟପକ୍ଷରେ ବିଜେଡି ତାର ଭିତିରି ରଣନୀତି ପ୍ରସ୍ତୁତ କରୁଛି । ଦଳର ତୁଙ୍ଗ ନେତା ଏବେ ପଞ୍ଚାୟତ ଓ ଗାଁ ଗାଁରେ କିଭଳି ଭୋଟ ହାତେଇବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ହେଲେ କଂଗ୍ରେସ କିନ୍ତୁ ପଛରେ ପଡିଯାଇଛି । ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇ ଘରେ ବସିଛନ୍ତି । ଅନେକ ନେତା ହାରିଥିବା ଯୋଗୁଁ ପଦାକୁ ବାହାରୁ ନାହାଁନ୍ତି । ଏହାରି ଭିତରେ ଦଳର ପ୍ରାର୍ଥୀ ଅଡୁଆରେ ପଡିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଯେକୌଣସି ସମୟରେ ବାଜିପରେ ପାଟକୁରା ବିଗୁଲ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁଜ ସଙ୍କେତ ଦେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ। ଏବେ ପ୍ରମୁଖ ଦଳ ଡେରା ପକାଇ ସାରିଲେଣି। ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଗ୍ରହନୀୟତାକୁ ଆଧାର କରି ଦଳ ତାଙ୍କୁ ଆଗୁଆ ମଇଦାନକୁ ଛାଡିଛି। ଅନ୍ୟପକ୍ଷରେ ବିଜେଡି ତାର ଭିତିରି ରଣନୀତି ପ୍ରସ୍ତୁତ କରୁଛି। ଦଳର ତୁଙ୍ଗ ନେତା ଏବେ ପଂଚାୟତ ଓ ଗାଁ ଗାଁରେ କିଭଳି ଭୋଟ ହାତେଇବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ହେଲେ କଂଗ୍ରେସ କିନ୍ତୁ ପଛରେ ପଡିଛି। ଦଳର ସଭାପତି ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇ ଘରେ ବସିଛନ୍ତି। ଅନେକ ନେତା ହାରିଥିବା ଯୋଗୁ ପଦାକୁ ବାହାରୁ ନାହାଁନ୍ତି। ଏହାରି ଭିତରେ ଦଳର ପ୍ର୍ରର୍ଥୀ ଅଡୁଆରେ ପଡିଛନ୍ତି।

Body:ବାଇଟ ଜୟନାରାୟନ ମିଶ୍ର, ବିଜେପି ନେତା
ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ଶଶୀଭୂଷଣ ବେହେରା ବିଜେଡି ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.