ETV Bharat / state

ଭୋଟଗଣତି ପାଇଁ ସଜାଗ ରାଜ୍ୟ ପୋଲିସ: ଡିଜି - rp sharma

ଆସନ୍ତାକାଲି 2019 ନିର୍ବାଚନ ଫଳାଫଳ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ରାଜ୍ୟ ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 22, 2019, 7:54 PM IST

ଭୁବନେଶ୍ୱର: ଆସନ୍ତାକାଲି ବାହାରିବ 2019 ନିର୍ବାଚନର ଫଳାଫଳ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସଜାଗ ରହିଛି ରାଜ୍ୟ ପୋଲିସ। ଏନେଇ ପ୍ରତିକ୍ରିୟା ରଖି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ, ରାଜ୍ୟର ସମସ୍ତ ଭୋଟ ଗଣତି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇଭିଏମକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିପାଇଁ ଅତିରିକ୍ତ ଫୋର୍ସ ମୃତୟନ କରାଯାଇଛି। ଗଣତି ସରିବା ପରେ ମଧ୍ୟ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରାରେ ବାହାରିବେ। ଏହା ଉପରେ କଡା ନଜର ରଖିଛି ପୋଲିସ। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଯେ ପରି ନହେବ ସେନେଇ ଦୃଷ୍ଟି ଦିଆଯାଉଛି। ଏଥିପାଇଁ ପୋଲିସ ପାଟ୍ରୋଲିଂ କରାଯିବ। ବିଜୟୀ ଶୋଭଯାତ୍ରା ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତ ଦଳକ ଅନୁରୋଧ କରାଯାଇଛି। ସୁରକ୍ଷା ପାଇଁ ଏସଓଜି ଓ ଡିଭିଏଫ ଟିମକୁ ମଧ୍ୟ ନିୟୋଜିତ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବିଶେଷ ଧ୍ୟାନ ଦିଆଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଆସନ୍ତା କାଲି ଗଣତାନ୍ତ୍ର ର ମହାପର୍ବ ର ଫଳାଫଳ ବାହାରିବ ।ସେଥିପାଇଁ ସମସ୍ତ ପ୍ରସ୍ତୁତ ଆରମ୍ଭ ହୋଇଛି ।ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ  କାଉଣ୍ଟି ପାଇଁ  ସମସ୍ତ କାଉଣ୍ଟି ସେଣ୍ଟର ମାନଙ୍କରେ ପ୍ରଯ୍ୟପ୍ତ ପରିମାଣ ର ପୋଲିସ ନିୟୋଜିତ କରାଯାଇଛି ।ଇଭିଏମ ମଧ୍ୟ ବ୍ୟପକ ସୁରକ୍ଷା ବଳୟ ମଧ୍ୟରେ ରହିଛି ।ଏଥିପାଇଁ ଏଡିସିନାଲ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।କାଉଣ୍ଟି ସରିବା ପରେ ମଧ୍ୟ ବିଜୟୀ ପାର୍ଥୀ ମାନେ ପ୍ରସେସନ କରିବେ ସେନେଇ ମଧ୍ୟ ପୋଲିସ ଧ୍ୟାନ ରଖିଛି ।କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ।ଏଥିପାଇଁ ପୋଲିସ ପାଟ୍ରୋଲିଂ କରାଯିବ ।ଏହା ସହ ସମସ୍ତ ଦଳକୁ ମଧ୍ୟ ଅନୁରୋଧ କରାଯାଇଛି ସେମାନଙ୍କ ର ବିଜୟୀ ପ୍ରସେସନ ଶାନ୍ତିପୂର୍ଣ୍ଣ କରିବା ପାଇଁ ।ଏସଓଜି ଓ ଡିଭିଏଫ ଟିମ୍ ମଧ୍ୟ ନିୟୋଜିତ କରାଯାଇଛି । ସୁରକ୍ଷା ପାଇଁ ମାଓ ଅଞ୍ଚଳରେ ବିଶେଷ ଧ୍ୟାନ ଦିଆଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.