ETV Bharat / state

‘ଆଗରୁ ଟିଭିରେ ଦେଖୁଥିଲୁ, ଆଜି ଆକ୍ଟ କଲୁ’ - bbsr

ନୂଆ ବିଧାୟକ, ନୂଆ ଉତ୍ସାହ । ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ନବ ନିର୍ବାଚିତ ବିଧାୟକ ବଖାଣିଛନ୍ତି ପ୍ରଥମ ଦିନର ନିଆରା ଅନୁଭୂତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 5:46 PM IST

ଭୁବନେଶ୍ବର: ଓଡିଶା ବିଧାନସଭା । ସାମ୍ନାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି । ଗୃହରେ ବିଧାୟକ, ମନ୍ତ୍ରୀ, ସଚିବଙ୍କ ଆସର । ଗୃହ ଚାଲିଲେ ନୀତି ଦେଖିବାକୁ ମିଳେ ବିରୋଧୀଙ୍କ ହଟ୍ଟଗୋଳ । ଦିନେ ଟିଭି ପରଦାରେ ଏସବୁ ଦେଖୁଥିଲେ ନବ ନିର୍ବାଚିତ ବିଧାୟକ । ହେଲେ ଆଜି ସେମାନେ ଗୃହର ଜଣେ ଜଣେ ସଦସ୍ୟ । ଷୋଡଶ ବିଧାନସଭାର ଅଭିନ୍ନ ଅଙ୍ଗ । ନୂଆକରି ଏଣ୍ଟ୍ରି ମାରିଛନ୍ତି, ବଖାଣିଛନ୍ତି ଅଧିବେଶନର ପ୍ରଧମ ଦିନର ଅନୂଭୂତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିଏ ପ୍ରଥମଥର ନିର୍ବାଚନ ଲଢି ବିଜୟୀ ହୋଇଛି, ତ ଆଉ କିଏ ବାରମ୍ବାର ଚେଷ୍ଟା ପରେ ଏଥର ନିର୍ବାଚନରେ ସଫଳ ହୋଇଛି । ବିଧାନସଭାକୁ ମିଳିଛି ଏଣ୍ଟ୍ରି । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପାଇଁ ବଡ ଅନୁଭୂତି । କାହିଁକି ନା ପ୍ରଥମଥର ନିର୍ବାଚନ ଲଢିଲେ, ଜିତିଲେ ଓ ମନ୍ତ୍ରୀ ପଦ ବି ମିଳିଲା । ନବ ନିର୍ବାଚିତ ବିଧାୟକଙ୍କ ପାଇଁ କେମିତି ଥିଲା ଆଜିର ଦିନ । ଇଟିଭି ଭାରତ ଆଗରେ ନବ ନିର୍ବାଚିତ ବିଧାୟକଙ୍କ ବିଧାନସଭା ଅନୁଭୂତି । ଅତି ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ନୂଆ ବିଧାୟକ, ନୂଆ ଉତ୍ସାହ। ବିଧାନସଭା ର ପ୍ରଥମ ଦିନରେ ନିଜ ଅନୁଭୂତି ବଖାଣିଛନ୍ତି ଏହି ବିଧାୟକ। ଆଗରୁ ଟିଭିରେ ଦେଖୁଥିଲେ ଏବେ ନିଜେ ଗୃହ ଭିତରେ ରହି କାର୍ଯ୍ୟ ପରିଚାଳନା ପରଖୁଛନ୍ତି। କେବଳ ସେତିକି ନୁହେଁ ସୁଯୋଗ ଦେଖି କିପରି ନିଜ ଅଂଚଳର ସମସ୍ୟା କଥା ଉଠିବ ସେ ଏନି ମଧ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏଭଳି ନୂଆ ବିଧାୟକ ଓ ବିଧାୟିକଙ୍କୁ ଭେଟି ତାଙ୍କର ପ୍ରତିକ୍ରିୟା ନେଇଥିଲୁ। ଶୁଣନ୍ତି କଣ କହୁଛନ୍ତି ସେମାନେ।

Body:ବାଇଟ
ବାଇଟ
ବାଇଟ
ବାଇଟ
ବାଇଟ
ବାଇଟ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.