ETV Bharat / state

ଦୁଲୁକିବ ମଞ୍ଚ, ଛାତି ଥରାଇବ ସଂଳାପ - Khandagiri festival

ଦୁଲୁକିବ ରଙ୍ଗମଞ୍ଚ । ଆବେଗଭରା କାହାଣୀ ଏବଂ ଛାତିଥରା ସଂଳାପରେ କମ୍ପିବ ପରିବେଶ। ମନୋରଞ୍ଜନର ଖୋରାକ ଯୋଗାଇବ ମେଲୋଡି ଡ୍ୟାନ୍ସ । ମଞ୍ଚ ପ୍ରସ୍ତୁତ, କଳାକାର ବି ପ୍ରସ୍ତୁତ । ଆଉ କେଇ ଘଣ୍ଟାର ଅପେକ୍ଷା ମାତ୍ର । ବର୍ଷକ ପରେ ଚଳଚଞ୍ଚଳ ଖଣ୍ଡଗିରି ଯାତ୍ରାପଡିଆ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 14, 2019, 12:28 PM IST

ଭୁବନେଶ୍ୱର: ଦୁଲୁକିବ ରଙ୍ଗମଞ୍ଚ। ଆବେଗଭରା କାହାଣୀ ଏବଂ ଛାତିଥରା ସଂଳାପରେ କମ୍ପିବ ପରିବେଶ। ମନୋରଞ୍ଜନର ଖୋରାକ ଯୋଗାଇବ ମେଲୋଡି ଡ୍ୟାନ୍ସ। ମଞ୍ଚ ପ୍ରସ୍ତୁତ, କଳାକାର ବି ପ୍ରସ୍ତୁତ । ଆଉ କେଇ ଘଣ୍ଟାର ଅପେକ୍ଷା ମାତ୍ର। ବର୍ଷକ ପରେ ଚଳଚଞ୍ଚଳ ଖଣ୍ଡଗିରି ଯାତ୍ରାପଡିଆ।

ମାଘ ସପ୍ତମୀ ମେଳା ପରେ ପ୍ରତିବର୍ଷ ପରି ଗୁରୁବାର ସନ୍ଧ୍ୟାଠୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ଯାତ୍ରା ମହାସମର। ପ୍ରଥମ ପର୍ଯ୍ୟାୟ ଲଢେଇ ପାଇଁ ବିଭିନ୍ନ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିବା ପାଇଁ ଏବର୍ଷ ଯାତ୍ରାରେ ଭରପୁର ପ୍ରୟାସ ହୋଇଛି। ସୁରକ୍ଷା ଦୃଷ୍ଟିରୁ ମଣ୍ଡପରେ ସିସି କ୍ୟାମେରାର ମଧ୍ୟ ବ୍ୟବସ୍ଥା ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
undefined

ଚଳିତବର୍ଷ ଦୁଇ ପର୍ଯ୍ୟାୟରେ 7ଟି ମଣ୍ଡପରେ 12ଟି ଅପେରା ନିଜର କଳା ପ୍ରଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟରେ 4ଟି ଅପେରା ଧଉଳି ଗଣ ନାଟ୍ୟ, ଯାତ୍ରା ସ୍ୱର୍ଣ୍ଣ ମହଲ, ଗୌରୀ ଗଣନାଟ୍ୟ ଓ ଶିବାନୀ ଗଣନାଟ୍ୟ ପକ୍ଷରୁ ସେମାନଙ୍କର ଚର୍ଚ୍ଚିତ ନାଟକ ଯଥା "ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଲା, ଗୀତାକୁ ଛୁଇଁଲି ପାପ, କହ ଗୌର ଦାସ କାହାର ଦୋଷ, ହସୁଛି କେବଳ କାନ୍ଦିବା ପାଇଁ, ବାଘ ବୁଲୁଛି ରାଜଧାନୀରେ, ସ୍ୱାମୀ ଆସିଥିଲା ରାତିକ ପାଇଁ" ମଞ୍ଚସ୍ଥ ହେବ। କେଉଁ ଯାତ୍ରା ପାର୍ଟିର ସଂଳାପ କେତେ ଦମଦାର ତାହା ଦର୍ଶକେ କହିବେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

SLUG. ଯୁବତୀ ଚାଲାଣ ।
Format.Pkg.
Reporter.Badsah Jusman Rana.
Date.13.02 19.
Place.Sambalpur.

Anchor ସମ୍ବଲପୁର ରେ ସକ୍ରିୟ ଯୁବତୀ ଚାଲାଣ ରେକେଟ। ସମ୍ବଲପୁର ଧମା ଥାନା ଅଞ୍ଚଳର ଗୋଟିଏ ଯୁବତୀଙ୍କୁ ରାଜସ୍ଥାନ ରେ 3 ଲକ୍ଷ ଟଙ୍କା ରେ ବିକ୍ରି କରାଯାଇଥିବା ଜଣେ ଯୁବତୀଙ୍କୁ ସମ୍ବଲପୁର ପୋଲିସ ଉଦ୍ଧାର ଘଟଣା ଲୋକ ଲୋଚନକୁ ଆସିଲା ପରେ ଏହା ପ୍ରମାଣିତ ହୋଇଯାଇଛି।
 
ଭିଓ-1- ସମ୍ବଲପୁର ରେ ସକ୍ରିୟ ଯୁବତୀ ଚାଲାଣ ରେକେଟ। ଗ୍ରାମାଞ୍ଚଳର ସିଧା ସାଧା ଯୁବତୀଙ୍କୁ ପ୍ରଥମେ ଚାକିରୀ ଦେବାର ସହ ମୋଟା ଅଙ୍କର ଦରମା ଦେବାର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରେ ବିକ୍ରି କରାହଉଥିବାର ସନ୍ଦେହ କୁ ଦୃଢ଼ୀଭୂତ କରିଛି ରାଜସ୍ଥାନ ରୁ ଉଦ୍ଧାର ହୋ ଇଥିବା ସମ୍ବଲପୁର ଧମା ଥାନା ଅଞ୍ଚଳର ଯୁବତୀ ଘଟଣା।ସମ୍ବଲପୁର ଧମା ଥାନା ଅଞ୍ଚଳର  ନିମେଇଁ ବାଗ ଙ୍କ 22 ବର୍ଷୀୟ ଝିଅ ପ୍ରେମସିଲା ବାଗ ଙ୍କୁ ସମ୍ବଲପୁର ପୋଲିସ ର ଏକ ସ୍ୱତନ୍ତ୍ର ଟିମ ରାଜସ୍ଥାନ ର କିରବା ଅଞ୍ଚଳରୁ ଉଦ୍ଧାର କରିବା ସହ ଜଣେ ଲୋକ ଙ୍କୁ ସମ୍ବଲପୁର ଆଣି ଅଟକ ରଖିଛି। ତେବେ ଯୁବତୀଙ୍କ ବାପା ମା ଙ୍କ କହିବା ଅନୁସାରେ ସମ୍ବଲପୁର ଏଏନ ଗୁହା ଲେନର ଶିବପ୍ରିୟା ସାହୁ ନାମକ ଜଣେ ମହିଳା ଓ ସୋନପୁର ତରଭା ଅଞ୍ଚଳର ନିଳାମ୍ବର ନାୟକ ନାମକ ଜଣେ ଯୁବକ ପ୍ରେମସିଲା ଙ୍କୁ 3 ଲକ୍ଷ୍ୟ ଟଙ୍କାରେ ରାଜସ୍ଥାନ ରେ ବିକ୍ରି କରିଛନ୍ତି। 6 ମାସ ହେଲା ପ୍ରେମସିଲା ଶିବ ପ୍ରିୟା ସାହୁଙ୍କ ଠାରେ କାମ କରୁଥିଲେ ବୋଲି କହିଛନ୍ତି ପ୍ରେମସିଲା ଙ୍କ ପରିବାର ଲୋକ।

ବାଇଟ-1- ନିମେଇଁ ବାଗ,ଯୁବତୀଙ୍କ ବାପା।
ବାଇଟ-2-ଯଜ୍ଞସିନୀ ବାଗ,ଯୁବତୀଙ୍କ ମା।

ଭିଓ-2-ଏପଟେ ଏହି ଅଭିଯୋଗ କୁ ଶିବପ୍ରିୟା ସାହୁ ଖଣ୍ଡନ କରିଛନ୍ତି। ପ୍ରେମସିଲା କେବଳ ତାଙ୍କ ଦୋକାନରୁ ଜିନିଷ କିଣିକି ନେଉଥିଲା। ତାହାର ଅସୁବିଧକୁ ଦେଖୀ ସେ କେବଲ
ସହାୟତା କରିଥିଲେ। ଏହା ବ୍ୟତୀତ ଆଉ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ଶିବପ୍ରିୟା ସାହୁ।ଅଯଥାରେ ତାଙ୍କୁ ବଦନାମ କଲେ ସେ ମାନ ହାନି ମକଦମା କରିବେ ବୋଲି ସେ କହିଛନ୍ତି। ଏପଟେ ସମ୍ବଲପୁର ଏସପି ଯୁବତୀ ର ଉଦ୍ଧାର କାରାଯିବା ସହ ସବୁ ଦିଗକୁ ଦେଖି ତଦନ୍ତ ଚାଲିଛି ବୋଲି କହିଛନ୍ତି।

ବାଇଟ-3-ଶିବପ୍ରିୟା ସାହୁ, ଅଭିଯୋଗ ଆସିଥିବା ମହିଲା।
ବାଇଟ-4-ସଞ୍ଜୀବ ଆରୋରା।ଏସପି,ସମ୍ବଲପୁର।

ଫଭିଓ-ସମ୍ବଲପୁର ସହରରେ ପୂର୍ବରୁ ମଧ୍ୟ ଗରିବ ନିରୀହ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବାହାର ରାଜ୍ୟରେ ବିକ୍ରି କରିବା ସହ ଜୋର ଜବରଦସ୍ତ ବିବାହ କରାଉଥିବାର ଘଟଣା ନଜିର ରହିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.