ଭୁବନେଶ୍ବର: ଓଡିଶା IAS ସଂଘ ପରେ ବାତ୍ୟା ବିପନ୍ନଙ୍କୁ ଓଡିଶା IPS ସଂଘର ସହାୟତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ IPS ସଂଘର ଦେଲା 10 ଲକ୍ଷ ଟଙ୍କା । IPS ସଂଘର ପ୍ରତ୍ୟେକ ସଦସ୍ୟ 10 ହଜାର ଲେଖାଁଏ ଅନୁଦାନ ରାଶି ଦେଇଛନ୍ତି ।
ଆଇପିଏସଙ୍କ ଏହି ବଦନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଂଶସା କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ