ETV Bharat / state

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ କମ୍ପାଇଲା ବିଜେପି - BJP

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ହଟ୍ଟଗୋଳ । ଦିନ 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଟିଫ, ଭୁବନେଶ୍ବର
author img

By

Published : Jul 15, 2019, 11:07 AM IST

Updated : Jul 15, 2019, 12:06 PM IST

ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରଶ୍ନକାଳ ବାତିଲ କରି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦୁଇଟି ପର୍ଯ୍ୟାୟରେ 11.30 ପର୍ଯ୍ୟନ୍ତ ବାତିଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ପୁରୀରେ ରଥଯାତ୍ରା ପାଇଁ ବିପୁଳ ପୋଲିସ ମୁତୟନ ହୋଇଛନ୍ତି । ହେଲେ ଏହା ସତ୍ତ୍ବେ ଦିନ ଦ୍ବିପହରରେ 3 ଜଣଙ୍କୁ ହତ୍ୟା କରାଯିବା ପୋଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଉ ଏନେଇ ଗୃହରେ ଆଲୋଚନା ଦାବି କରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଭୁବନେଶ୍ୱର () ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ଆଜି ପ୍ରଶ୍ନକାଳ ବାତିଲ କରି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ଦାବି କରିଥିଲେ । ପୁରୀରେ ରଥଯାତ୍ରା ପାଇଁ ବିପୁଳ ପୋଲିସ ମୁତୟନ ହୋଇଥିବା ବେଳେ ଦିନ ଦିପହରରେ 3 ଜଣଙ୍କୁ ହତ୍ୟା କରାଯିବା ପୋଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ଗୃହରେ ଆଲୋଚନା ଦାବି କରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ତେଣୁ ବାଚସ୍ପତି 10 ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ । 
Please take visual from live feed.
Last Updated : Jul 15, 2019, 12:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.