ETV Bharat / state

EXCLUSIVE: ଫ୍ଲାଇଂ ସ୍କ୍ବାର୍ଡ ଯାଞ୍ଚରୁ ବାଦ ପଡିଲେନି ମୁଖ୍ୟମନ୍ତ୍ରୀ

ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଫ୍ଲାଇଂ ସ୍କ୍ବାର୍ଡ ମୁଖ୍ୟମନ୍ତ୍ରୀଙ୍କ ଚପରକୁ ଯାଞ୍ଚ କରିଛନ୍ତି। ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚପରରେ ପହଁଚିବା ପରେ ଯାଞ୍ଚ କରିଥିଲା ସ୍କ୍ବାର୍ଡ।

author img

By

Published : Apr 17, 2019, 1:53 PM IST

Updated : Apr 17, 2019, 3:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ମଙ୍ଗଳବାର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଫ୍ଲାଇଂ ସ୍କ୍ବାର୍ଡ ମୁଖ୍ୟମନ୍ତ୍ରୀଙ୍କ ଚପରକୁ ଯାଞ୍ଚ କରିଛନ୍ତି। ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚପରରେ ପହଁଚିବା ପରେ ଯାଞ୍ଚ କରିଥିଲା ଫ୍ଲାଇଂ ସ୍କ୍ବା୍ର୍ଡ। ସେଠାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଚପରରେ ଥିବା ସବୁ ସାମଗ୍ରୀ ଯାଞ୍ଚ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚେକ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ସୁଟକେସ ଏବଂ ତାଙ୍କ ସାଙ୍ଗରେ ଥିବା ଆଇସ ବକ୍ସ ଆଦିକୁ ସ୍କାର୍ଡ ଯାଞ୍ଚ କରିଥିଲେ। ଫ୍ଲାଇଂ ସ୍କ୍ବାର୍ଡ ମୁଖ୍ୟମନ୍ତ୍ରୀଙ୍କ ସବୁ ଜିନିଷ ଯାଞ୍ଚ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଚପରରୁ ବାହାରି ରାଉରକେଲାରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଭୁବନେଶ୍ୱରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ

Intro:Body:

dsfd

Conclusion:
Last Updated : Apr 17, 2019, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.