ETV Bharat / state

ଏଚଆଇଭି ସଂଘର୍ଷରେ ବଞ୍ଚିବାର ରାହା - bhubaneswar

ସେ ମଧ୍ୟ ଆଖିରେ ଆଖିଏ ସ୍ବପ୍ନ ନେଇ ହାତ ଧରିଥିଲେ। ହେଲେ ସବୁକିଛି ଧୂଳିସାତ ହୋଇଯାଇଥିଲା। ବିପଦ ଆଣିଥିଲା ଏଚଆଇଭି ଭୂତାଣୁ। ଆଉ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ବି ମାଡି ବସିଥିଲା ଏଚଆଇଭି ଭୂତାଣୁ। ଏହାପରେ ଶାଶୁଘର ଲୋକେ ଆଉ ସାଥ ଦେଇ ନଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 7, 2019, 1:26 PM IST

ଭୁବନେଶ୍ବର: ସେ ମଧ୍ୟ ଆଖିରେ ଆଖିଏ ସ୍ବପ୍ନ ନେଇ ହାତ ଧରିଥିଲେ। ହେଲେ ସବୁକିଛି ଧୂଳିସାତ ହୋଇଯାଇଥିଲା। ବିପଦ ଆଣିଥିଲା ଏଚଆଇଭି ଭୂତାଣୁ। ଆଉ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ବି ମାଡି ବସିଥିଲା ଏଚଆଇଭି ଭୂତାଣୁ। ଏହାପରେ ଶାଶୁଘର ଲୋକେ ଆଉ ସାଥ ଦେଇ ନଥିଲେ । ଶେଷରେ ନିଜ 3 ମାସର ଗର୍ଭବତୀ ସନ୍ତାନକୁ ନେଇ ଗୋଡ କାଢିଥିଲେ ବାହାରକୁ । ଭାଙ୍ଗି ନପଡି ନିଜ ସନ୍ତାନର ଭବିଷ୍ୟ ଗଢିବାକୁ ମନୋବଳକୁ ଟାଣ କରିଥିଲେ। ଏବେ ନିଜକୁ ଆର୍ଥିକ ସ୍ବାବଲମ୍ବୀ କରି ଗଢି ତୋଳିପାରିଛନ୍ତି ଭୁବନେଶ୍ବରରେ ଏହି ଏଚଆଇଭି ପୀଡିତା ଜଣକ। ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଯୋଡି ହୋଇ କାମ କରିବା ସହ ଅବାଟକୁ ନଯିବାକୁ ଯୁବପୀଢିଙ୍କୁ ବୁଝାଉଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ୱର

2004 ମସିହାରେ ଏହି ପୀଡ଼ିତା ଜଣକ ଆରମ୍ଭ କଲେ ନିଜର ଏକ ଅନୁଷ୍ଠାନ। କଳିଙ୍ଗ ନେଟୱାର୍କ ଫର ପିପୁଲ ଲିଭିଙ୍ଗ ନାଁରେ ଏକ ସଂଗଠନ କରି ଲୋକଙ୍କୁ ଏଡ଼ସ ବିଷୟରେ ସଚେତନ କରାଉଛନ୍ତି। ଆଉ ବର୍ତ୍ତମାନ ବିଭିନ୍ନ ପ୍ରୋଜେକ୍ଟ ଜରିଆରେ ଅନ୍ୟ ଏଡସ ବ୍ୟକ୍ତି ଵିଶେଷଙ୍କୁ ସଚେତନ କରିବା ସହ ତାଙ୍କ ଚିକିତ୍ସା କରୁଛନ୍ତି।

ଜୀବନର ଏଭଳି ମୋଡରେ ବି ସେ ଭାଙ୍ଗିଯାଇ ନାହାନ୍ତି। ବରଂ ଜୀବନ ସଂଗ୍ରାମରେ କେବେ ନହାରି ସମ୍ମାନର ସହ ବଞ୍ଚିବାର ରାହା ଦେଖାଇ ଅନ୍ୟମାନଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଏକ ଜ୍ବଳନ୍ତ ଉଦାହରଣ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.