ETV Bharat / state

କମିଶନରେଟ ପୋଲିସ ହାତରେ ବାଇକ୍ ଲୁଟେରା - କମିଶନରେଟ

କମିଶନରେଟ ପୋଲିସ 2 ଜଣ ବାଇକ୍‌ ଲୁଟେରାଙ୍କୁ ଧରିବା ସହ 12ଟି ବାଇକ୍ ଜବତ କରିଛି । ଲୁଟେରାଙ୍କ ସହ ଆଉ କେଉଁ ମାନେ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 1, 2019, 12:18 AM IST

ଭୁବନେଶ୍ବର: ରାଜଧାନୀରେ ଲୁଟ୍‌ ପାଟ୍‌ ବଢିବାରେ ଲାଗିଥିବାବେଳେ କମିଶନରେଟ ପୋଲିସ, 2 ଜଣ ବାଇକ୍‌ ଲୁଟେରାଙ୍କୁ ଧରିବା ସହ 12ଟି ବାଇକ୍ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ଆଖ ପାଖ ଅଞ୍ଚଳରେ ଲୁଟ୍‌ ପାଟ୍‌ କରି ଭୟଭୀତ କରୁଥିବା ଏହି ଲୁଟେରା ମାନେ ପୋଲିସ ହାତରେ ଧରାପଡିଛନ୍ତି । ଏମାନଙ୍କ ନାମରେ ରାଜଧାନୀ ଛଡା ଅନ୍ୟ ଅଞ୍ଚଳରେ ଚୋରି କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଧରା ପଡିଥିବା ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଝାରପଡାରେ ଭଡାରେ ରହୁଥିବା ପିଣ୍ଟୁ ବେହେରା ହୋଇଥିବାବେଳେ ଅନ୍ୟ ଜଣେ ବାଙ୍କୀର ଗଧାଧର ବଳିଆରସିଂହ ବୋଲି ଜଣାପଡିଛି । ଏମାନଙ୍କ ସହ ଆଉ କେଉଁ ମାନେ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.