ETV Bharat / state

ଜୁଲାଇ 5ରେ ଓଡିଶାର 3ଟି ସ୍ଥାନରେ ରାଜ୍ୟସଭା ଉପନିର୍ବାଚନ - ଉପନିର୍ବାଚନ

ଆସନ୍ତା ମାସ 5ତାରିଖରେ ଓଡିଶା ସମେତ 3ଟି ରାଜ୍ୟରେ ହେବ ରାଜ୍ୟସଭା ଉପନିର୍ବାଚନ । ସୌମ୍ୟ ରଞ୍ଜନ, ଅଚ୍ୟୁତ ଓ ପ୍ରତାପ ଦେବ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲି ପଡିଥିବା ସିଟ ପାଇଁ ହେବା ଉପନିର୍ବାଚନ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 15, 2019, 8:10 PM IST

ଭୁବନେଶ୍ବର: ଜୁଲାଇ 5ରେ ହେବ 3ଟି ରାଜ୍ୟର ରାଜ୍ୟସଭା ଉପନିର୍ବାଚନ । ବିହାର, ଓଡିଶା ଓ ଗୁଜରାଟର 6ଟି ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ । ଏ ନେଇ ଚଳିତ 18ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ 25ରେ ନାମାଙ୍କନ ଦାଖଲ କରାଯିବ । ତେବେ ଜୁଲାଇ 5ରେ ଓଡିଶାର 3ଟି ରାଜ୍ୟସଭା ଆସନରେ ହେବ ଉପନିର୍ବାଚନ । ଶନିବାର ନିର୍ବାଚନ ଆୟୋଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ 10 ମାସ ବାକି ରହିଥିବାରୁ ତାଙ୍କ ସିଟ ପାଇଁ ଉପନିର୍ବାଚନ ହେବନାହିଁ ।

ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବଙ୍କ ଖାଲି ପଡିଥିବା ଆସନରେ ହେବ ଉପନିର୍ବାଚନ । ବିଧାନସଭାରେ ନିର୍ବାଚନରେ ଏମାନେ ବିଜୟୀ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ତେବେ ଓଡିଶାର 3ଟି, ଗୁଜୁରାଟର 2 ଓ ବିହାରର ଗୋଟିଏ ଆସନରେ ହେବ ରାଜ୍ୟସଭା ଉପନିର୍ବାଚନ ।

Intro:Body:

zgn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.