ETV Bharat / state

ସୋମବାର ସୁଦ୍ଧା ସ୍ବାଭାବିକ ହେବ ବ୍ୟାଙ୍କ ସେବା - bank

ଫନି ପରେ କିପରି ରହିଛି ବ୍ୟାଙ୍କ ସେବା ? ସେ ନେଇ ଆଲୋଚନା ପାଇଁ ଶୁକ୍ରବାର ସଚିବାଳୟରେ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 7:12 PM IST

ଭୁବନେଶ୍ବର: ସୋମବାର ସୁଦ୍ଧା ସ୍ବାଭାବିକ ହେବ ବ୍ୟାଙ୍କ ସେବା । ଅଫଲାଇନ୍ ମଡେଲରେ ମଧ୍ୟ ଟଙ୍କା ଉଠାଯାଇ ପାରିବ । ଏଟିଏମ ଚାଲୁ ପାଇଁ ନିଆଯାଉଛି ପଦକ୍ଷେପ । କେରଳ ବାତ୍ୟା ମଡେଲକୁ ଫଲୋ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ଶନିବାର ଓ ରବିବାର ସବୁ ସରକାରୀ ଅଫିସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଫନି ପରେ କିପରି ରହିଛି ବ୍ୟାଙ୍କ ସେବା ? ସେ ନେଇ ଆଲୋଚନା ପାଇଁ ଶୁକ୍ରବାର ସଚିବାଳୟରେ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆରବିଆଇ ଡେପୁଟି ଗଭର୍ଣ୍ଣର, ନିର୍ଦ୍ଦେଶକ ଯୋଗ ଦେଇଥିଲେ । ଫନି ପରେ ବ୍ୟାଙ୍କ କେମିତି କିପରି ରହିଛି ସେ ନେଇ ଏଥିରେ ଆଲୋଚନା ହୋଇଛି ।

ପ୍ରାୟ ସବୁ ଜିଲ୍ଲାରେ ଅପରେସନାଲ୍ ନର୍ମାଲ କରିବାକୁ ପ୍ରୟାସ ଚାଲିଛି । ସର୍ବାଧିକ ପ୍ରଭାବିତ ପୁରୀ ସମେତ ସବୁ ବାତ୍ୟା ବିତ୍ପାତ ଜିଲ୍ଲାରେ ଏଟିଏମ୍ ଚାଲୁ କରିବାକୁ ପଦକ୍ଷେପ ନିଆଯାଉଛି । ବ୍ୟାଙ୍କିଂ ଓ ବୀମା ପାଇଁ କାର୍ଯ୍ୟ କରାଯିବ । ବୀମା କ୍ଲେମକୁ ସଙ୍ଗେ ସଙ୍ଗେ ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୬ ବ୍ରାଞ୍ଚ ମଧ୍ୟରୁ ୫ଟି କାର୍ଯ୍ୟକ୍ଷମ ହୋଇଛି । ସୋମବାର ଠାରୁ ପୁରୀରେ ଏସବିଆଇର ସମସ୍ତ ବ୍ୟାଙ୍କ କାର୍ଯ୍ୟକାରୀ ହେବ । ଶନିବାର ଓ ରବିବାର ଛୁଟି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୁବିଧାରେ ଲୋକେ ଯେପରି ଟଙ୍କା ଉଠାଇପାରିବେ ସେଥିପାଇଁ ପୁରୀରେ ୧୫ ଓ ଭୁବନେଶ୍ବରରେ 10ଟି ମୋବାଇଲ ଏଟିଏମ୍ ବୁଲୁଛି । କୃଷିଭିତ୍ତିକ ଲୋନ୍ ପାଇଁ ମଧ୍ୟ ବ୍ୟାଙ୍କ ମାନଙ୍କ ସହ ଆଲୋଚନା ହୋଇଛି । କେରଳ ବାତ୍ୟା ମଡେଲକୁ ବ୍ୟବହାର କରାଯିବ । ଏଥିସହ ବ୍ୟାଙ୍କ କମ୍ ଡକ୍ୟୁମେଣ୍ଟରେ ଲୋନ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାରଣ ବାତ୍ୟାରେ ଅନେକ ଡକ୍ୟୁମେଣ୍ଟ ହଜିଯାଇଥିବା ହେତୁ ଏ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ସଚିବ ଅଶୋକ ମିନା ।

ଭୁବନେଶ୍ବରରୁ ତାପନ ଦାସ , ଇଟିଭି ଭାରତ

Intro:ପ୍ରାକୃତିକ ଦୁର୍ବିପାକ ଓଡିଶା ପାଇଁ ନୂଆ ନୁହେଁ। ଏମିତି କେତେ ଦୁର୍ବିପାକକୁ ସହିଛି ଓଡିଶା । ଅନଟା ସଳଖି ଠିଆ ହୋଇଛି । ଫୋନି ସବୁ ଛାରଖାର କରିଥିଲେ ହେ ସର ଓଡିଶା ଏକ ହୋଇ ଠିଆ ହୋଇଛି। କନ୍ଧମାଳ ଜିଲ୍ଲା ପୋଲିସ ସହାୟତାର ହାତ ବଢ଼ାଇଛି । ଫୁଲବାଣୀରେ ଏସପି ନିଜେ ଏହି ଅଭିଯାନରେ ସାମିଲ ହୋଇ ଲୋକଙ୍କୁ ଆହ୍ବାନ କରିଛନ୍ତି । ଫୁଲବାଣୀ ବଜାର ଛକରେ ଏସପିଙ୍କ ନେତୃତ୍ୱରେ ସହାୟତା ଯାନ ଆରମ୍ଭ କରିଛି କାମ । ଜିଲ୍ଲାର ସମସ୍ଥ ଥାନା ଅଂଚଳରୁ ରିଲିଫ ଜିନିଷ ଲୋକଙ୍କ ଠାରୁ ସଂଗ୍ରହ ଆରମ୍ଭ କରାଯାଇଛି । ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ଏକଦମ ଖୁସି ଏହି ଅଭିଯାନରେ।
ବାଇଟ(୧) କପିଳେଶ୍ୱର ସେନାପତି,ଉପଦେଷ୍ଟା,ଜିଲ୍ଲା ବଣିକ ସଙ୍ଘ
(୨) ପ୍ରତୀକ ସିଂ,ଏସପି,କନ୍ଧମାଳ
.............
ଭିଜୁଆଲ ଓ ବାଇଟ ଏବଂ କପି ମଜୋ ରେ ପଠାଯାଇଛି।।

Body:ପ୍ରାକୃତିକ ଦୁର୍ବିପାକ ଓଡିଶା ପାଇଁ ନୂଆ ନୁହେଁ। ଏମିତି କେତେ ଦୁର୍ବିପାକକୁ ସହିଛି ଓଡିଶା । ଅନଟା ସଳଖି ଠିଆ ହୋଇଛି । ଫୋନି ସବୁ ଛାରଖାର କରିଥିଲେ ହେ ସର ଓଡିଶା ଏକ ହୋଇ ଠିଆ ହୋଇଛି। କନ୍ଧମାଳ ଜିଲ୍ଲା ପୋଲିସ ସହାୟତାର ହାତ ବଢ଼ାଇଛି । ଫୁଲବାଣୀରେ ଏସପି ନିଜେ ଏହି ଅଭିଯାନରେ ସାମିଲ ହୋଇ ଲୋକଙ୍କୁ ଆହ୍ବାନ କରିଛନ୍ତି । ଫୁଲବାଣୀ ବଜାର ଛକରେ ଏସପିଙ୍କ ନେତୃତ୍ୱରେ ସହାୟତା ଯାନ ଆରମ୍ଭ କରିଛି କାମ । ଜିଲ୍ଲାର ସମସ୍ଥ ଥାନା ଅଂଚଳରୁ ରିଲିଫ ଜିନିଷ ଲୋକଙ୍କ ଠାରୁ ସଂଗ୍ରହ ଆରମ୍ଭ କରାଯାଇଛି । ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ଏକଦମ ଖୁସି ଏହି ଅଭିଯାନରେ।
ବାଇଟ(୧) କପିଳେଶ୍ୱର ସେନାପତି,ଉପଦେଷ୍ଟା,ଜିଲ୍ଲା ବଣିକ ସଙ୍ଘ
(୨) ପ୍ରତୀକ ସିଂ,ଏସପି,କନ୍ଧମାଳ
.............
ଭିଜୁଆଲ ଓ ବାଇଟ ଏବଂ କପି ମଜୋ ରେ ପଠାଯାଇଛି।।

Conclusion:ପ୍ରାକୃତିକ ଦୁର୍ବିପାକ ଓଡିଶା ପାଇଁ ନୂଆ ନୁହେଁ। ଏମିତି କେତେ ଦୁର୍ବିପାକକୁ ସହିଛି ଓଡିଶା । ଅନଟା ସଳଖି ଠିଆ ହୋଇଛି । ଫୋନି ସବୁ ଛାରଖାର କରିଥିଲେ ହେ ସର ଓଡିଶା ଏକ ହୋଇ ଠିଆ ହୋଇଛି। କନ୍ଧମାଳ ଜିଲ୍ଲା ପୋଲିସ ସହାୟତାର ହାତ ବଢ଼ାଇଛି । ଫୁଲବାଣୀରେ ଏସପି ନିଜେ ଏହି ଅଭିଯାନରେ ସାମିଲ ହୋଇ ଲୋକଙ୍କୁ ଆହ୍ବାନ କରିଛନ୍ତି । ଫୁଲବାଣୀ ବଜାର ଛକରେ ଏସପିଙ୍କ ନେତୃତ୍ୱରେ ସହାୟତା ଯାନ ଆରମ୍ଭ କରିଛି କାମ । ଜିଲ୍ଲାର ସମସ୍ଥ ଥାନା ଅଂଚଳରୁ ରିଲିଫ ଜିନିଷ ଲୋକଙ୍କ ଠାରୁ ସଂଗ୍ରହ ଆରମ୍ଭ କରାଯାଇଛି । ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ଏକଦମ ଖୁସି ଏହି ଅଭିଯାନରେ।
ବାଇଟ(୧) କପିଳେଶ୍ୱର ସେନାପତି,ଉପଦେଷ୍ଟା,ଜିଲ୍ଲା ବଣିକ ସଙ୍ଘ
(୨) ପ୍ରତୀକ ସିଂ,ଏସପି,କନ୍ଧମାଳ
.............
ଭିଜୁଆଲ ଓ ବାଇଟ ଏବଂ କପି ମଜୋ ରେ ପଠାଯାଇଛି।।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.