ETV Bharat / state

ବିଧାୟକଙ୍କ ଉଠବସ ଘଟଣାକୁ ନାପସନ୍ଦ କଲେ ସମ୍ବିତ ରାଉତରାୟ - ତଦନ୍ତ

ବିଧାୟକଙ୍କ ଆକ୍ରୋଶର ଶିକାର ଜୁନିୟର ଇଂଜିନିୟର ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସରକାର ନୀରବ ଅଛନ୍ତି । ଏ ଘଟଣା କେଉଁ ବିଭାଗର ତାହା ବୁଝିବା ପରେ ତଦନ୍ତ ହେବା ସହ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା , ଭୁବନେଶ୍ବର
author img

By

Published : Jun 7, 2019, 5:13 PM IST

ଭୁବନେଶ୍ବର: ରାଜ୍ୟରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ କରିବା ପ୍ରସଙ୍ଗ ଏବେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେବାରେ ଲାଗିଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା , ଭୁବନେଶ୍ବର

କେଉଁଭଳି ପରିସ୍ଥିତିରେ ଘଟଣା ଘଟିଲା ଓ କାହିଁକି ଜୁନିୟର ଇଂଜିନିୟର ଜଣଙ୍କ ବିଧାୟକଙ୍କ ଆକ୍ରୋଶର ଶିକାର ଏନେଇ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସରକାର ନୀରବ ଅଛନ୍ତି । ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ ।

ଅନ୍ୟପକ୍ଷରେ ଏ ଘଟଣା କେଉଁ ବିଭାଗର ତାହା ବୁଝିବା ପରେ ତଦନ୍ତ ହେବା ସହ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ।

ସେପଟେ ନବ ନିର୍ବାଚିତ ବିଧାୟକ କିନ୍ତୁ ଏହାକୁ ନାପସନ୍ଦ କରିଥିବା ବେଳେ ବିଧାୟକ ସରୋଜ ମେହେରଙ୍କ ଏଭଳି ଆଚରଣ ଠିକ ନୁହେଁ ବୋଲି କହିଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କେଉଁଭଳି ପରିସ୍ଥିତିରେ ଘଟଣା ଘଟିଲା। ରାସ୍ତା ନିମ୍ନମାନର କାମ ହୋଇଥିଲା କି ? କାହିଁକି ଆକ୍ରୋଶର ଶିକାର ହେଲେ ଜୁନିୟର ଇଂଜିନିୟର? ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ବେଳେ ସରକାର ନିରବ। ଘଟଣାକୁ 24 ଘଣ୍ଟା ବିତିଲାଣି। ହେଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମାଲିକ କହିଛନ୍ତି, ସେ ଆମ ବିଭାଗର କାମ କି ନାହିଁ ବୁଝିବା ପରେ ତଦନ୍ତ ହେବ। ଏହାପରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି କହିଛନ୍ତି। ତେବେ ବଡ଼କଥା ହେଉଛି ଘଟଣାକୁ ଏତେ ହାଲୁକା ଭାବେ କାହିଁକି ନିଆଯାଉଛି। ଖୋଦ ବିଭାଗ ତରଫରୁ କାହିଁକି ଏହାର ଧରପଗଡ଼ କରାଯାଇ ନାହିଁ। ଏପରିକି ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ହାଲୁକା ମନୋଭାବ ସ୍ପଷ୍ଟ କରୁଛି କି ବିଧାୟକ ସରୋଜ ମେହେରଙ୍କୁ ସୁରକ୍ଷା ଦିଆଯାଇଛି। ସେପଟେ ନବ ନିର୍ବାଚିତ ବିଧାୟକ କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି। ବିଧାୟକ ଙ୍କ ଏଭଳି ଆଚରଣ ହେବ ଉଭିତ ନୁହେଁ ବୋଲି କହିଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ।

Body:ବାଇଟ ପ୍ରଫୁଲ୍ଲ ମାଲିକ, ପୂର୍ତ୍ତ ମନ୍ତ୍ରୀ
ବାଇଟ। ସମ୍ବିତ ରାଉତରାୟ, ପାରାଦ୍ୱୀପ ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.