ETV Bharat / state

ଛାତ୍ରଛାତ୍ରୀଙ୍କ ସହ ଯୋଗ କଲେ ସ୍ବାଧିନତା ସଂଗ୍ରାମୀ - ଶତାୟୁ ସ୍ବାଧିନତା ସଂଗ୍ରାମୀ

ବିଶ୍ବ ଯୋଗ ଦିବସରେ ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗକଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ । ସୁସ୍ଥ ତଥା ଉତ୍ତମ ଶରୀର ନିମନ୍ତେ ଯୋଗର ଆବଶ୍ୟକତାକୁ ପିଲାମାନଙ୍କ ସହ ନିଜ ଅନୁଭୂତି ବର୍ଣ୍ଣନା କଲେ ଶତାୟୁ ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : Jun 21, 2019, 4:51 PM IST

ବୌଦ୍ଧ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ବ ଏହାକୁ ପାଳନ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଗହଣରେ ଯୋଗ କରିଛନ୍ତି ଶତାୟୁ ସ୍ବାଧିନତା ସଂଗ୍ରାମୀ । ବୌଦ୍ଧ ସ୍ଥିତ ଚନ୍ଦ୍ରଚୂଡ ବିଦ୍ୟାଳୟରେ ଆୟୋଜିତ ଯୋଗ ଦିବସରେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହିତ ଯୋଗ କରିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ନେତା ଗୌର ମୋହନ ମିଶ୍ର ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ଛାତ୍ରଛାତ୍ରୀଙ୍କ ସୁସ୍ଥ ଓ ସରଳ ଜୀବନଯାପନ ନିମନ୍ତେ ଯୋଗର ଆବଶ୍ୟକତା ସମ୍ପର୍କରେ ସେ ଅବଗତ କରିଥିଲେ । ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗ ପ୍ରଶିକ୍ଷକ ଦେବାଶିଷ ପୁରୋହିତଙ୍କ ସହିତ ସ୍ବାଧିନତା ସଂଗ୍ରାମୀ ଗୌରହରୀ ମିଶ୍ର ଉପସ୍ଥିତ ରହି ଯୋଗର ଉପକାରିତା ସମ୍ବନ୍ଧରେ ଶିକ୍ଷା ଦେଇଥିଲେ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:Body:

asda

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.