ETV Bharat / state

ବୌଦ୍ଧରେ ଗଡିଲା ଭୋଟର ସଚେତନତା ରଥ - ବୌଦ୍ଧରେ ଭୋଟର ସଚେତନତା ରଥ

ମତଦାତାଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୌଦ୍ଧରେ ଶୁଭାରମ୍ଭ ହେଲା ସଚେତନତା ରଥ । ଜିଲ୍ଲାପାଳ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 17, 2019, 5:40 PM IST

ବୌଦ୍ଧ: ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ଶୁଭାରମ୍ଭ ହେଲା ସଚେତନତା ରଥ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆସନ୍ତା ଅକ୍ଟୋବର 1 ତାରିଖରୁ ମତଦାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଯାହା 15 ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଭୋଟରଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଏହି ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମତଦାତା ଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ସଚେତନତା ରଥ ।ମତଦାତା ଯାଞ୍ଚ ପ୍ରକ୍ରିୟା ଏକ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ପନ୍ଦର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।ଏହି ଧାରାରେ ବୌଦ୍ଧ ଜିଲ୍ଲାର ଭୋଟର ଭାଇଭଉଣୀ ଙ୍କୁ ଏହି ଯାଞ୍ଚ ସମ୍ପର୍କରେ ସଚେତନ ଉଦ୍ଦେଶ୍ୟରେ ଏକ ସଚେତନ ରଥର ଶୁଭାରମ୍ଭ କରିଥିଲେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।ଜିଲ୍ଲାର ଭୋଟର ଏହି ପ୍ରକ୍ରିୟାରେ ସାମିଲ ହେବାପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

Body:ଭୋଟରଙ୍କୁ ସଚେତନ କରିବାକୁ ଗଡିଲା ସଚେତନତା ରଥ ।

Conclusion:ବାଇଟ-୧-ଲଲାଟେନ୍ଦୁ ମିଶ୍ର, ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.