ETV Bharat / state

ଭୁଷୁଡିଲା ମିନି ଷ୍ଟାଡିୟମର ନିର୍ମାଣାଧୀନ ପାଚେରୀ - ବୌଦ୍ଧରେ ନିର୍ମାଣାଧୀନ ପାଚେରୀ ଭୁଷୁଡି

କଣ୍ଟାମାଳ ବ୍ଲକ ସଦର ମହକୁମା ଠାରେ 2017-18 ଆର୍ଥିକ ବର୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର 5 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିନି ଷ୍ଟାଡିୟମ ପାଚେରୀର ଗୋଟିଏ ଅଂଶ ନିର୍ମାଣର ଅଳ୍ପ ଦିନରେ ଭୁଷୁଡି ପଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Nov 17, 2019, 11:21 PM IST

ବୌଦ୍ଧ: ପାଣିରେ ପଡିଲା ସରକାରୀ ଅନୁଦାନ ଅର୍ଥ । ନିର୍ମାଣର ଅଳ୍ପ ଦିନରେ ଟଳି ପଡିଲା ପାଚେରୀ । କଣ୍ଟାମାଳ ବ୍ଲକ ସଦର ମହକୁମାଠାରେ 2017-18 ଆର୍ଥିକ ବର୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର 5 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିନି ଷ୍ଟାଡିୟମ ପାଚେରୀର ଗୋଟିଏ ଅଂଶ ନିର୍ମାଣର ଅଳ୍ପ ଦିନରେ ଭୁଷୁଡି ପଡିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କଣ୍ଟାମାଳ କଲେଜ ସମ୍ମୁଖରେ ଥିବା ମିନି ଷ୍ଟାଡିୟମର ପାଚେରୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି । ନିମ୍ନ ମାନର କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ଉପୁଜିବା ସହ ଘଟଣାରେ ସମ୍ପୃକ୍ତ ଜଣେ ଯନ୍ତ୍ରୀଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି ବୁଦ୍ଧିଜୀବୀ ।

ତେଣେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପାଣି ଯୋଗୁଁ ପାଚେରୀ ଭୁଷୁଡିଥିବା ସଫେଇ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପାଣିରେ ପଡିଲା ସରକାରୀ ଅନୁଦାନ ଅର୍ଥ ।ନିର୍ମାଣ ର ଅଳ୍ପ ଦିନରେ ଟଳି ପଡିଲା ପାଚେରୀ ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମା ଠାରେ ୨୦୧୭-୧୮ ଆର୍ଥିକ ବର୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ପାଚେରୀ ଗୋଟିଏ ଅଂଶ ନିର୍ମାଣ ର ଅଳ୍ପ ଦିନରେ ଭୁଷୁଡି ପଡିଥିବା ଜଣାପଡିଛି ।କଣ୍ଟାମାଳ କଲେଜ ସମ୍ମୁଖରେ ଥିବା ମିନି ଷ୍ଟାଡିୟମର ପାଚେରୀ ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏସମ୍ପର୍କରେ ସ୍ଥାନୀୟ ଅଧିବାସୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ।ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିବା ସହ ଜନୈକ ଯନ୍ତ୍ରୀ ଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି ବୁଦ୍ଧିଜୀବୀ ।ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପାଣି ଯୋଗୁଁ ପାଚେରୀ ଭୂଷୁଡି ଥିବା ସଫେଇ ଦିଆଯାଇଛି ।

Body:ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସରକାରୀ ଅର୍ଥ ରେ ନିର୍ମିତ ପାଚେରୀ ଭୂଷୁଡିଲା ।

Conclusion:ବାଇଟ-୧-ଡମ୍ବରୁଧର କହଁର,ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.