ETV Bharat / state

ରାସ୍ତା ପ୍ରଶସ୍ତିକରଣ ପ୍ରହସନ, ବୌଦ୍ଧରେ ବଳି ପଡିଲା ଅନେକ ଗଛ

ବୌଦ୍ଧରେ ଗଛକଟା । ରାସ୍ତା ପ୍ରଶସ୍ତିକରଣ ନାଁରେ ବଳି ପଡିଲା ଅନେକ ଗଛ । ଦୀର୍ଘଦିନ ଧରି ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁ ଛକ ଦେଇ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅନେକ ଗୁଡିଏ ଗଛକୁ କାଟିଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 24, 2019, 11:32 PM IST

ବୌଦ୍ଧ: ରାସ୍ତା ପ୍ରଶସ୍ତିକରଣ ନାଁରେ ବୌଦ୍ଧରେ ବଳି ପଡିଲା ଅନେକ ଗଛ । ଦୀର୍ଘଦିନ ଧରି ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁ ଛକ ଦେଇ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅନେକ ଗୁଡିଏ ଗଛକୁ କାଟିଦିଆଯାଇଛି । ଯାହାକୁ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରାସ୍ତା କାମ ପାଇଁ ବୁଧବାର ସହରର ଅନେକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ପରିବେଶ ସନ୍ତୁଳନରେ ବୃକ୍ଷର ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ଏପରି ବୃକ୍ଷ କଟାଯିବାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି । ଏହା ସହ ସହରରେ ଗଛର ଅଭାବକୁ ପୂରଣ କରିବା ପାଇଁ ଅଧିକ ଗଛ ଲଗାଇବାକୁ ଧ୍ୟାନ ଦେବାକୁ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ରାସ୍ତା ପ୍ରଶସ୍ତିକରଣ ନା ରେ ବଳୀ ପଡଗଲେ ଶତାଧିକ ଗଛ ।ଦୀର୍ଘଦିନ ଧରି ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁଛକ ଦେଇ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି ଯେ ସମ୍ପୂର୍ଣ୍ଣ ହେବାର ନା ଧରୁନି ।ଏପଟେ ବୁଧବାର ଅନେକ ଗଛକୁ କାଟି ଦୀଆଯିବା ଦ୍ବାରା ପରିବେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ସମୟରେ ପରିବେଶ ସନ୍ତୁଳନରେ ବୃକ୍ଷ ର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ଅଧିକ ବୃକ୍ଷ ରୋପଣ ର ଦରକାର ଅଛି ।ଗୋଟିଏ ପଟରେ ପ୍ରବଳ ଗରମ ଗୁଳୁଗୁଳି ବୌଦ୍ଧ ସହରରେ ହେଉଥିବା ବେଳେ ଅନ୍ୟ ପଟରେ ଗଛ ସବୁକୁ କାଟିପକାଇବା ଦ୍ବାରା ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ।ଗୋଟିଏ ଗଛ ବଦଳରେ ତିନୋଟି ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ପରିବେଶପ୍ରେମୀ ।

Body:ରାସ୍ତା ପ୍ରଶସ୍ତି କରଣ ନା ରେ ବଳୀ ପଡିଲା ଶତାଧିକ ବୃକ୍ଷ ।

Conclusion:ବାଇଟ-୧-ପ୍ରବୀର କୁମାର ଦାସ, ପରିବେଶପ୍ରେମୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.