ETV Bharat / state

ବୌଦ୍ଧରୁ ଆଉ ତିନି ପଜିଟିଭ ଚିହ୍ନଟ

author img

By

Published : Jun 12, 2020, 3:04 PM IST

ବୌଦ୍ଧରୁ ଆଉ ତିନି ପଜିଟିଭ ଚିହ୍ନଟ। ସଂକ୍ରମଣ ଆଶଙ୍କାରେ କ୍ବାରେଣ୍ଟାଇନରେ ରହିଲେ 25 ଜଣ । ସଂନ୍ଧ୍ୟା 7ରୁ ଜିଲ୍ଲାରେ କର୍ଫ୍ୟୁ ଜାରି । ଅଧିକ ପଢନ୍ତୁ....

three new corona positive case identified in boudha
ବୌଦ୍ଧରୁ ଆଉ ତିନି ପୋଜେଟିଭ ଚିହ୍ନଟ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବନ୍ଧାପଥର କ୍ବାରେଣ୍ଟାଇନ ସେଣ୍ଟରରେ ଗୁରୁବାର ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ପୂର୍ବରୁ ଚିହ୍ନଟ ସମସ୍ତ 34 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ 35 ନମ୍ବର ଆକ୍ରାନ୍ତ ମହିଳା ଜଣଙ୍କ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ଯୋଗୁଁ 2 ଜଣ ଡାକ୍ତରଙ୍କ ସହ 25 ଜଣଙ୍କୁ ସଂକ୍ରମଣର ଆଶଙ୍କାରେ କ୍ବାରେଣ୍ଟାଇନରେ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ସିଡିଏମଓ ।

ବୌଦ୍ଧରୁ ଆଉ ତିନି ପୋଜେଟିଭ ଚିହ୍ନଟ

ସଦ୍ଧ୍ୟା 7ଟାରୁ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଥିଲେ ମଧ୍ୟ ଅନେକ ଲୋକ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ପୋଲିସ ଏହା ଉପରେ କଡା ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗୁରୁବାର ରାତିରେ ଖୋଦ ଜିଲ୍ଲାପାଳ ଓ ଏସପି ବିଭିନ୍ନ ସ୍ଥାନ ବୁଲି ତଦାରଖ କରିଛନ୍ତି । ତେବେ ଜିଲ୍ଲାରେ ପଜିଟିଭ ସଂଖ୍ୟା 37 ରେ ପହଞ୍ଚିଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.