ETV Bharat / state

ବୌଦ୍ଧରେ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଦିଆଗଲା ବୁଷ୍ଟର ଡୋଜ - ଭିନ୍ନକ୍ଷମଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ଦିଆଗଲା ବୁଷ୍ଟର ଡୋଜ

ବୌଦ୍ଧ ସଦର ବ୍ଲକ ଠାରେ ଭିନ୍ନକ୍ଷମଙ୍କୁ ଏକକାଳୀନ ଚିହ୍ନଟ ପ୍ରକ୍ରିୟା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଦିଆଗଲା ବୁଷ୍ଟର ଡୋଜ

author img

By

Published : Jul 17, 2022, 11:42 AM IST

ବୌଦ୍ଧ: ଉପାନ୍ତ ଅଞ୍ଚଳର ଭିନ୍ନକ୍ଷମଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସେବା ଯୋଗାଇ ଦେବାକୁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ । ଏନେଇ ବୌଦ୍ଧ ସଦର ବ୍ଲକ ଠାରେ ଭିନ୍ନକ୍ଷମଙ୍କୁ ଏକକାଳୀନ ଚିହ୍ନଟ ପ୍ରକ୍ରିୟା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧରେ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଦିଆଗଲା ବୁଷ୍ଟର ଡୋଜ

ଦିବ୍ୟାଙ୍ଗ ମାନଙ୍କ ଅନଲାଇନ ଆବେଦନ ଠାରୁ ନେଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ପରୀକ୍ଷା ଓ ସରକାରୀ ସହାୟତା ଯୋଗାଇବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଠାରେ ଡାକ୍ତରୀ ଟିମ ଦ୍ବାରା ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାସହ ସ୍ବାସ୍ଥ୍ୟ ବିଭାଗ ଓ ପ୍ଲାନ ଇଣ୍ଡିଆ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ କୋରୋନା ପ୍ରତିଷେଧକ ବୁଷ୍ଟର ଡୋଜ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବିଡ଼ିଓ ଅବିନାଶ ପାଣ୍ଡିଆ, ଏଡିଏମଓ କିଶୋର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.