ETV Bharat / state

ବୌଦ୍ଧରେ ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଆଡମିଶନ ପ୍ରକ୍ରିୟା

ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବେଳେ ବୁଧବାର ଜିଲ୍ଲାରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି ।

author img

By

Published : Jun 11, 2020, 9:39 AM IST

admission
ବୌଦ୍ଧରେ ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଆଡମିସନ ପ୍ରକ୍ରିୟା

ବୌଦ୍ଧ: ମାରାତ୍ମକ କୋରୋନାକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଥିଲା । ଯାହାକୁ ନେଇ ଦେଶରେ ସମସ୍ତ ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର ଆଦି ବନ୍ଦ ଥିଲା । ଲକଡାଉନ ପରେ ବର୍ତ୍ତମାନ ବିଦ୍ୟାଳୟରେ ଆରମ୍ଭ ହୋଇଛି ଆଡମିଶନ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଛାତ୍ରଛାତ୍ରୀଙ୍କ ଆଡମିଶନ ସହ ଉଚ୍ଚ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଟିସି ପ୍ରଦାନ କରାଯାଇଛି।

ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବେଳେ ବୁଧବାର ଜିଲ୍ଲାରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ପ୍ରଥମ ବିଦ୍ୟାଳୟ ଭାବରେ ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିଦ୍ୟାଳୟରେ ଆଡମିଶନ ସହିତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ କରାଯାଇଛି । କୋରୋନା ସଂକ୍ରମଣର ଆଶଙ୍କା ଯୋଗୁଁ ପ୍ରାୟ ଚାଳିଶ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦାନ ଦିଆଯାଉଥିବା ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.