ETV Bharat / state

ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା, ଉଦବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

author img

By

Published : Jun 28, 2020, 1:37 PM IST

ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା । ଉଦବେଗ ପ୍ରକାଶ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ....

road accidents increase in boudh district
ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା , ଉଦବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣାରେ ଧନଜୀବନ କ୍ଷୟ କ୍ଷତି ହେବାରେ ଲାଗିଛି । ପ୍ରଥମ ଲକଡାଉନ ସମୟରେ ଗୋଟିଏ ମାସ ମଧ୍ୟରେ କେବଳ ଗୋଟିଏ ଦୁର୍ଘଟଣା ଜନିତ ମୃତ୍ୟୁ ଶଗଡା ଅଞ୍ଚଳରେ ହୋଇଥିବା ବେଳେ ବର୍ତ୍ତମାନ ଗାଡିମୋଟର ଚଳାଚଳର ଗୋଟିଏ ମାସରେ କୋଡିଏଟି ଦୁର୍ଘଟଣା ଜନିତ ମୃତ୍ୟୁ ସମସ୍ତଙ୍କୁ ଚିନ୍ତିତ କରିଛି ।

ଗୋଟିଏ ଦିନ ପୂର୍ବରୁ ବାମଣ୍ଡା ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାରରେ ତେଲିବନ୍ଧ ଛକ ଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ସଡକ ଦୁର୍ଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.