ETV Bharat / state

ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନବେଳେ ହଟ୍ଟଗୋଳ: ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀଙ୍କ ବିଧାୟକଙ୍କୁ ପ୍ରଶ୍ନ

author img

By

Published : Nov 28, 2021, 9:28 PM IST

ବୌଦ୍ଧର ବାଉଁଶୁଣୀ ପଞ୍ଚାୟତ ଠାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆସିଥିବା ବିଧାୟକଙ୍କୁ ସଭା ଚାଲିଥିବା ସମୟରେ ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀଙ୍କ ପ୍ରଶ୍ନ । ସଭା ସ୍ଥଳରେ ଅପ୍ରୀତିକର ପରିସ୍ଥିତି । ଅଧିକ ପଢନ୍ତୁ

ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ହଟ୍ଟଗୋଳ: ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀଙ୍କ ବିଧାୟକଙ୍କୁ ପ୍ରଶ୍ନ

ବୌଦ୍ଧ: ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆସିଥିଲେ ବିଧାୟକ । କିନ୍ତୁ ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀଙ୍କ ପ୍ରଶ୍ନ ବାଣରେ ସଭା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବୌଦ୍ଧ ଜିଲ୍ଲାରେ ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ । ଆଉ ତାପରଠୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି । ବାଉଁଶୁଣୀ ପଞ୍ଚାୟତ ଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ବିଳମ୍ବିତ ସମୟରେ ଉକ୍ତ କାର୍ଡ ବଣ୍ଟନ ପାଇଁ ପହଞ୍ଚିଥିଲେ ।

ତେବେ ଏହି କାର୍ଡ ବଣ୍ଟନ ପାଇଁ ସଭା ଚାଲିଥିବାବେଳେ ହଠାତ କିଛି ହିତାଧିକାରୀ ସେମାନେ ରାସନ କାର୍ଡରୁ ବାଦ ପଡିଥିବା ନେଇ ଅଭିଯୋଗ କରି ହଟ୍ଟଗୋଳ ଆରମ୍ଭ କରିଥିଲେ । ଫଳରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବାଉଁଶୁଣୀ ପଞ୍ଚାୟତର ଅନେକ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଥିବାରୁ କଣ୍ଟାମାଳ ବିଧାୟକ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ପାଇଁ ବିଡ଼ିଓ ଓ ଯୋଗାଣ ବିଭାଗକୁ ତାଗିଦ କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.