ETV Bharat / state

ଆସନ୍ତା 19ରୁ ବୌଦ୍ଧରେ ଆରମ୍ଭ ହେବ ରବିଧାନ କ୍ରୟ

ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରବିଧାନ କ୍ରୟ ଆସନ୍ତା 19 ତାରିଖରୁ ଆରମ୍ଭ ହେବ । ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟିରେ ଏହି ନିଷ୍ପତ୍ତି ହୋଇଛି ।

crop
ଆସନ୍ତା 19ରୁ ବୌଦ୍ଧରେ ଆରମ୍ଭ ହେବ ରବିଧାନ କ୍ରୟ
author img

By

Published : May 6, 2020, 10:57 AM IST

ବୌଦ୍ଧ: ଜିଲ୍ଲାରେ ଆସନ୍ତା 19 ତାରିଖରୁ ଆରମ୍ଭ ହେବ ରବି ଧାନକ୍ରୟ ପ୍ରକ୍ରିୟା । ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଜିଲ୍ଲା ଧାନକ୍ରୟ କମିଟିରେ ଏହି ନିଷ୍ପତ୍ତି ହୋଇଛି । ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରବିଧାନ କ୍ରୟ ଆସନ୍ତା 19 ତାରିଖରୁ ଆରମ୍ଭ ହେବ ।

_crop
ଆସନ୍ତା 19ରୁ ବୌଦ୍ଧରେ ଆରମ୍ଭ ହେବ ରବିଧାନ କ୍ରୟ

ସୂଚନା ଥାଉକି, ଜିଲ୍ଲାର ସର୍ବମୋଟ 3300 ଜଣ ପଞ୍ଜିକୃତ ଚାଷୀଙ୍କ ଧାନ ଜୁନ୍ 30 ତାରିଖ ପର୍ଯ୍ୟନ୍ତ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି । ଚଳିତ ବର୍ଷ ଜିଲ୍ଲାର 25 ଗୋଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଠାରୁ ପ୍ରାୟ ଦୁଇ ଲକ୍ଷ କ୍ବିଣ୍ଟାଲର ଧାନ ସଂଗ୍ରହ ଲକ୍ଷ୍ୟ ରହିଛି ।

ତେବେ ଲକଡାଉନ ତଥା କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ଏସଓପି ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଚାଷୀଙ୍କୁ ଆତଙ୍କିତ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.