ETV Bharat / state

ମନମୁଣ୍ଡା ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର - ମନମୁଣ୍ଡା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପ୍ରଚାର

ଗାଁ ଦାଣ୍ଡରେ ପ୍ରକମ୍ପିତ ହେଉଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ । ତେବେ ଦେଖନ୍ତୁ ମନମୁଣ୍ଡା ପଞ୍ଚାୟତରେ କିଭଳି ରହିଛି ନିର୍ବାଚନର ମାହୋଲ । ଅଧିକ ପଢନ୍ତୁ

ମନମୁଣ୍ଡା ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

author img

By

Published : Feb 6, 2022, 7:02 PM IST

ବୌଦ୍ଧ: ଗାଁ ଗାଁରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକମ୍ପିତ ହେଉଛି ପ୍ରଚାର ଅଭିଯାନ । ନିଜ ନିଜ ଅନ୍ଦାଜରେ ପ୍ରାର୍ଥୀମାନେ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ । କଣ୍ଟାମାଳ ବ୍ଲକର ପ୍ରମୁଖ ସ୍ଥାନ ମନମୁଣ୍ଡା ପଞ୍ଚାୟତ । ଏହି ପଞ୍ଚାୟତରେ ମୋଟ ୬ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଜଣେ ଆଶାୟୀ ତିନି ଜଣଙ୍କୁ ଓହରି ଯିବାକୁ ପ୍ରବର୍ତ୍ତାଇ ପାରିଥିଲେ । ଏବେ ୩ଜଣ ସରପଞ୍ଚ ପ୍ରାର୍ଥୀ ପ୍ରଚାର କରୁଛନ୍ତି ।

ମନମୁଣ୍ଡା ପଞ୍ଚାୟତରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡରେ ତିନି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଚାର ଅଭିଯାନ ଜୋରଦାର ଚାଲିଥିବାବେଳେ ସମସ୍ତ ପ୍ରାର୍ଥୀ ନିଜ ନିଜ ଶୈଳୀରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସେପଟେ ଭୋଟର ମାନେ ମଧ୍ୟ ବିକାଶର ଧାରାକୁ ଆଗକୁ ନେବା ଭଳି ଉପଯୁକ୍ତ ପ୍ରାର୍ଥୀ ଦେଖି ମତଦାନ କରିବେ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.