ETV Bharat / state

Nuakhai 2022 ବୌଦ୍ଧରେ ବାହାରିଲା ନୂଆଖାଇ ଲଗ୍ନ - ବୌଦ୍ଧ ଗଡଜାତର ଇଷ୍ଟଦେବୀ ଦେବୀ ମାଆ ଭୈରବୀ

ଗଣପୂର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ଶନିବାର ସଂଧ୍ୟାରେ ଭୈରବୀ ମନ୍ଦିର ଠାରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ଧାର୍ଯ୍ୟ ହେବା ପରେ ଆସନ୍ତା ନବାନ୍ନ ପୂଜାର୍ଚ୍ଚନା କିଭଳି ସଠିକ ସମୟରେ ସମାପନ ହେବ ତା ଉପରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ

Nuakhai 2022: ବୌଦ୍ଧରେ ବାହାରିଲା ନୂଆଁଖାଇ ଲଗ୍ନ

author img

By

Published : Aug 21, 2022, 7:21 AM IST

ବୌଦ୍ଧ: ଗଣ ପୂର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ଶନିବାର ସଂଧ୍ୟାରେ ଭୈରବୀ ମନ୍ଦିର ଠାରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ଧାର୍ଯ୍ୟ ହେବା ପରେ ଆସନ୍ତା ନବାନ୍ନ ପୂଜାର୍ଚ୍ଚନା କିଭଳି ସଠିକ ସମୟରେ ସମାପନ ହେବ ତା ଉପରେ ଆଲୋଚନା କରାଯାଇଥିଲା ।

Nuakhai 2022: ବୌଦ୍ଧରେ ବାହାରିଲା ନୂଆଁଖାଇ ଲଗ୍ନ

ଧାର୍ଯ୍ୟ ହେଲା ଗଣପର୍ବ ନୂଆଖାଇ ପାଇଁ ଲଗ୍ନ । ବୌଦ୍ଧ ଗଡଜାତର ଇଷ୍ଟଦେବୀ ଦେବୀ ମାଆ ଭୈରବୀଙ୍କ ନିକଟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବାନ୍ନ ପର୍ବ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ବୌଦ୍ଧ ରାଜବାଟୀ ନିକଟରେ ଥିବା ଦେବୀ ଭୈରବୀଙ୍କ ମନ୍ଦିର ପରିସରରେ ଶନିବାର ପଣ୍ଡିତ ମଣ୍ଡଳୀ ବସି ନବାନ୍ନ ଲଗ୍ନ ଧାର୍ଯ୍ୟ କରିଥିଲେ । ଆସନ୍ତା ସେପ୍ଟେମ୍ବର 1 ତାରିଖ ସକାଳ 10 ଘଣ୍ଟା 54 ମିନିଟରୁ 11 ଘଣ୍ଟା 10 ମିନିଟ ମଧ୍ୟରେ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏଥିସହିତ ଧାର୍ଯ୍ୟ ସମୟରେ ମା’ ଭୈରବୀଙ୍କ ସମସ୍ତ ରୀତିନୀତି ଓ ନବାନ୍ନର ସମସ୍ତ କାର୍ଯ୍ୟକ୍ରମ ସମାପନ ପାଇଁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.