ETV Bharat / state

ବୌଦ୍ଧ ଏସପି ଭାବେ ଦାୟିତ୍ବ ନେଲେ ଓ୍ବାଇ ରଘୁନାଥ ରାଓ - new sp

ବୌଦ୍ଧ ଜିଲ୍ଲାରେ ନୂଆ ଏସପି ରୂପେ ଦାୟିତ୍ବ ନେଲେ ଓ୍ବାଇ ରଘୁନାଥ ରାଓ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Aug 26, 2019, 4:25 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ନୂଆ ଏସପି ଭାବେ ଦାୟିତ୍ବ ନେଲେ ୱାଇ ରଘୁନାଥ ରାଓ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲାର ଏସପିଙ୍କ ବଦଳି ହୋଇଥିଲା । ପୂର୍ବରୁ ଏହି ପଦବୀରେ ଥିବା ସୁଧାଂଶୁ ଶେଖର ମିଶ୍ରଙ୍କ ସ୍ଥାନରେ ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଓ୍ବାଇ ରଘୁନାଥ ରାଓ ଆଜି ଦାୟିତ୍ବ ନେଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ଏସପି ଶ୍ରୀ ରାଓ ଜିଲ୍ଲାର ଆଇନଶୃଙ୍ଖଳା, ସାମାଜିକ ସୁରକ୍ଷା, ବୟୋଜ୍ୟେଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରାଥମିକତା ଦେବେ ବୋଲି ଈଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ସେ କହିଛନ୍ତି ।

ସୋମବାର ରାଓ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆସି ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ଦାୟିତ୍ବର ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଦୁଃଖଦ ମୃତ୍ୟୁରେ ସେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଏପଟେ ରାଓ ଜଣେ ଦକ୍ଷ ତଥା ଅଭିଜ୍ଞ ପୋଲିସ ଅଧିକାରୀ ହୋଇଥିବାରୁ ଜିଲ୍ଲାରେ ଅସାମାଜିକ ତତ୍ତ୍ବ, ଗଞ୍ଜେଇ ଚାଲାଣ ଓ ଅନ୍ୟ ଅସାଧୁ ବ୍ୟକ୍ତିଙ୍କ ପାଇଁ ଏବେ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲାର ଏସପିଙ୍କ ବଦଳୀ ହୋଇଛି ।ପୂର୍ବରୁ ଥିବା ସୁଧାଂଶୁ ଶେଖର ମିଶ୍ର ଙ୍କ ସ୍ଥାନରେ ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଓ୍ବାଇ ରଘୁନାଥ ରାଓ ସୋମବାର ଯୋଗ ଦେଇଛନ୍ତି ।
ଈଟିଭି ଭାରତ କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନୂତନ ଏସପି ଜିଲ୍ଲାର ଆଇନଶୃଙ୍ଖଳା, ସାମାଜିକ ସୁରକ୍ଷା, ବୟୋଜ୍ୟେଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।ସୋମବାର ଶ୍ରୀ ରାଓ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ ।ଆଜି ସେ ବୌଦ୍ଧ ଜିଲ୍ଲାର ନୂତନ ଦାୟିତ୍ୱ ଗ୍ରହଣ କରୁଥିବା ବେଳେ ଆଜିହିଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୁଖଦ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ଶ୍ରୀ ରାଓ ଜଣେ ଦକ୍ଷ ତଥା ଅଭିଜ୍ଞ ପୋଲିସ ଅଧିକାରୀ ହୋଇଥିବାରୁ ଜିଲ୍ଲାରେ ଅସାମାଜିକ ତତ୍ତ୍ୱ, ଗଞ୍ଜେଇ ଚାଲାଣ ଓ ଅନ୍ୟ ଅସାଧୁ ବ୍ୟକ୍ତି ଙ୍କ ପାଇଁ ଏବେ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।

Body:ବୌଦ୍ଧ ରେ ନୂତନ ପୋଲିସ ଅଧିକ୍ଷକ ଙ୍କ ଯୋଗଦାନ ।

Conclusion:ବାଇଟ-୧- ଓ୍ବାଇ ରଘୁନାଥ ରାଓ, ନୂତନ ଆରକ୍ଷୀ ଅଧିକ୍ଷକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.