ETV Bharat / state

ନିଆରା ଢଙ୍ଗରେ ନନ୍ଦୋତ୍ସବ ପାଳନ - ବୌଦ୍ଧ

ସାରା ରାଜ୍ୟରେ ଧୁମଧାମରେ ପାଳିତ ହୋଇଛି ନନ୍ଦୋତ୍ସବ । ଅନୁରୂପ ଭାବେ ବୌଦ୍ଧ ଜିଲ୍ଲାରେ ମଧ୍ୟ ପାଳିତ ହୋଇଛି କୃଷ୍ଣ ଜନ୍ମୋତ୍ସବ । କିନ୍ତୁ ଜିଲ୍ଲାର ବୁଟୁପାଲି ଠାରେ ନିଆରା ଢଙ୍ଗରେ ପାଳିତ ହୋଇଛି ନନ୍ଦୋତ୍ସବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 24, 2019, 10:50 PM IST

ବୌଦ୍ଧ: ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ସାରା ରାଜ୍ୟରେ ନନ୍ଦ ଉତ୍ସବ ପାଳିତ ହୋଇଛି । ତେବେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମରେ ବହୁକାଳରୁ ମୁକ୍ତାକାଶ ନନ୍ଦୋତ୍ସବ ଏକ ନିଆରା ଶୈଳୀରେ ପାଳିତ ହୋଇଆସୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଭକ୍ତ ଓ ଦର୍ଶକଙ୍କ ଗହଣରେ ଗୋପାଳ ବାଳକଙ୍କ ସହିତ କୃଷ୍ଣ ଓ ବଳରାମ ଗ୍ରାମ ଭ୍ରମଣ ସହ ଦହିହାଣ୍ଡି ଭାଙ୍ଗିଥିଲେ । ଚାରିଗୋଟି ସୁସଜ୍ଜିତ ରଥରେ ପ୍ରତ୍ୟେକ ବର୍ଷ ଭଳି ଗୋପପୁର ପାଲଟିଥିବା ବୁଟୁପାଲିର ପ୍ରତ୍ୟେକ ସ୍ଥାନକୁ ପରିଭ୍ରମଣ କରିଥିଲେ । ଶହ ଶହ ସଂଖ୍ୟାରେ କୃଷ୍ଣପ୍ରେମୀ ଭକ୍ତ ବୁଟୁପାଲି ଠାରେ ରୁଣ୍ଡ ହୋଇ ଏହି ଦିବ୍ୟ ଦୃଶ୍ୟକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୁଟୁପାଲି ପାଲଟିଲା ଗୋପପାଲି ।ଆଜି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ନନ୍ଦ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଛି ।କିନ୍ତୁ ବୌଦ୍ଧ ର ବୁଟୁପାଲି ଗ୍ରାମରେ ବହୁକାଳରୁ ପାଳିତ ହେଉଥିବା ମୁକ୍ତାକାଶ ନନ୍ଦୋତ୍ସବ ଏକ ନିଆରା ଶୈଳୀରେ ପାଳିତ ହୋଇଆସୁଛି ବୁଟୁପାଲି ଗ୍ରାମର ନିଆରା ନନ୍ଦୋତ୍ସବ ଶନିବାର ଦିନ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ।ଭକ୍ତ ଦର୍ଶକଙ୍କ ଗହଣରେ ଗୋପାଳ ବାଳକଙ୍କ ସହିତ କୃଷ୍ଣ ଓ ବଳରାମ ଗ୍ରାମ ଭ୍ରମଣ ସହ ଦହିହାଣ୍ଡି ଭାଙ୍ଗି ଥିଲେ ।ଚାରିଗୋଟି ସୁସଜ୍ଜିତ ରଥରେ ପ୍ରତ୍ୟେକ ବର୍ଷ ଭଳି ଗୋପପୁର ପାଲଟିଥିବା ବୁଟୁପାଲି ର ପ୍ରତ୍ୟେକ ସ୍ଥାନକୁ ପରିଭ୍ରମଣ କରିଥିଲେ ।ଶହ ଶହ ସଂଖ୍ୟାରେ କୃଷ୍ଣପ୍ରେମୀ ଭକ୍ତ ବୁଟୁପାଲି ଠାରେ ରୁଣ୍ଡ ହୋଇ ଏହି ଦିବ୍ୟଦୃଶ୍ୟକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ ।

Body:ବୁଟୁପାଲି ପାଲଟିଲା ଗୋପପାଲି, କୃଷ୍ଣ ପ୍ରେମରେ ବିଭୋର ଭକ୍ତ ।

Conclusion:ବାଇଟ-୧-ଘାସିରାମ ମେହେର, ଶ୍ରଦ୍ଧାଳୁ ବାଇଟ-୨-ବୀଣାପାଣି ସାହୁ, ଦର୍ଶକ ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.