ETV Bharat / state

ରାସ୍ତାରେ ମୋଟର ସାଇକେଲ ଗଡିଲେ କଡା କାର୍ଯ୍ୟାନୁଷ୍ଠାନ - ବୌଦ୍ଧ ନ୍ୟୁଜ

ମଙ୍ଗଳବାର ଠାରୁ ଆଉ ବୌଦ୍ଧ ସହରରେ ଗଡିବନି ମୋଟରସାଇକେଲ । ଯଦି ଏଥିରେ କୌଣସି ଲୋକ ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।

motor cycle stop in boudh
ରାସ୍ତାରେ ମୋଟରସାଇକେଲ ଗଡିଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ
author img

By

Published : Apr 6, 2020, 4:28 PM IST

ବୌଦ୍ଧ:ମଙ୍ଗଳବାର ଠାରୁ ଆଉ ବୌଦ୍ଧ ସହରରେ ଗଡିବନି ମୋଟର ସାଇକେଲ । ଯଦି ଏଥିରେ କୌଣସି ଲୋକ ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ସେପଟେ ବାଉଁଶୁଣୀ ପୋଲିସ ଏଭଳି 37ଜଣ ଅମାନିଆ ବାଇକ ଚାଳକଙ୍କୁ ଧରିଛି ।

ରାସ୍ତାରେ ମୋଟରସାଇକେଲ ଗଡିଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ
ତେବେ ଗତ ତିନି ଦିନ ମଧ୍ୟରେ ବାଉଁଶୁଣୀ ପୋଲିସ 37 ଜଣ ଅମାନିଆ ବାଇକ ଚାଳକଙ୍କୁ ଧରି ଫାଇନ ଆଦାୟ କରିବା ସହିତ 37ଟି ମୋଟର ସାଇକେଲ ଜବତ କରିଛି । ସେହିପରି ସୋମବାର ମନମୁଣ୍ଡା ପୋଲିସ ପଲସାଗୋରା ଠାରେ ଚଢ଼ାଉ କରି ଜଣେ ଅମାନିଆ ଗ୍ରୋସରୀ ଦୋକାନୀକୁ ଥାନାକୁ ଉଠାଇ ଆଣିବା ସହ ଦୋକାନ ସିଲ୍ କରିଛି ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.