ETV Bharat / state

ବୌଦ୍ଧରେ ବସିଲା ତାପମାତ୍ରା ମାପକ ଯନ୍ତ୍ର - ଯନ୍ତ୍ର ସ୍ଥାପନ

ଦୀର୍ଘଦିନରୁ ବୌଦ୍ଧରେ ତାପମାତ୍ରା ଯନ୍ତ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । ଏହି ଯନ୍ତ୍ର ସ୍ଥାପନ ହେବାପରେ ଜିଲ୍ଲାବାସୀ ବେଶ ଆନନ୍ଦିତ । ଅଧିକ ପଢନ୍ତୁ...

ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର
ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର
author img

By

Published : Jan 15, 2020, 7:35 PM IST

ବୌଦ୍ଧ: ଜିଲ୍ଲାରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର । ଦୀର୍ଘଦିନର ଆବଶ୍ୟକତା ରହିଥିବା ଏହି ଯନ୍ତ୍ର ସ୍ଥାପନ ପରେ ବେଶ ଖୁସି ଜିଲ୍ଲାବାସୀ ।

ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର

ବୌଦ୍ଧ ପୁରୁଣା ସର୍କିଟ ହାଉସ ସମ୍ମୁଖରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର । ପୂର୍ବରୁ ଅନ୍ୟ ସମସ୍ତ ଜିଲ୍ଲାର ତାପମାତ୍ରା ସୂଚନା ମିଳୁଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ତାପମାତ୍ରା ସୂଚନା ମିଳିପାରୁ ନଥିଲା । ତେଣୁ ଦୀର୍ଘଦିନରୁ ବୌଦ୍ଧରେ ତାପମାତ୍ରା ଯନ୍ତ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । ଏହି ଯନ୍ତ୍ର ସ୍ଥାପନ ହେବାପରେ ଜିଲ୍ଲାବାସୀ ବେଶ ଆନନ୍ଦିତ ଥିବାବେଳେ ଜିଲ୍ଲାପାଳ ମଧ୍ୟ ଏହି ଯନ୍ତ୍ର ସ୍ଥାପନ ଯୋଗୁଁ ବର୍ତ୍ତମାନ ସମୟରେ ଥଣ୍ଡାର ସଠିକ୍ ଭାବରେ ସୂଚନା ମିଳିପାରିବା ନେଇ ଆଶା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର ।ଦୀର୍ଘ ଦିନର ଆବଶ୍ୟକତା ରହିଥିବା ଏହି ଯନ୍ତ୍ର ସ୍ଥାପନ ପରେ ବେଶ ଖୁସି ଜିଲ୍ଲାବାସୀ
ବୌଦ୍ଧ ପୁରୁଣା ସର୍କିଟ ହାଉସ ସମ୍ମୁଖରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର ।ପୂର୍ବରୁ ଅନ୍ୟ ସମସ୍ତ ଜିଲ୍ଲାର ତାପମାତ୍ରା ସୂଚନା ମିଳୁଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ତାପମାତ୍ରା ସୂଚନା ମିଳିପାରୁ ନଥିଲା ।ଏଣୁ ଦୀର୍ଘ ଦିନରୁ ବୌଦ୍ଧ ରେ ତାପମାତ୍ରା ଯନ୍ତ୍ର ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲା ।ଏହି ଯନ୍ତ୍ର ସ୍ଥାପନ ହେବା ପରେ ଜିଲ୍ଲାବାସୀ ବେଶ ଆନନ୍ଦିତ ଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏହି ଯନ୍ତ୍ର ସ୍ଥାପନ ଯୋଗୁଁ ବର୍ତ୍ତମାନ ସମୟରେ ଥଣ୍ଡା ର ସଠିକ ଭାବରେ ସୂଚନା ମିଳିପାରିବା ନେଇ ଆଶା ପ୍ରକାଶ କରିଛନ୍ତି ।

Body:ବୌଦ୍ଧ ରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର ।

Conclusion:ବାଇଟ-୧-କେତନ କୁମାର ଅଗ୍ରୱାଲା, ବୁଦ୍ଧିଜୀବୀ
ବାଇଟ-୨-ଲଲାଟେନ୍ଦୁ ମିଶ୍ର, ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.