ETV Bharat / state

ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା

ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବୌଦ୍ଧରେ ନିର୍ମାଣଧୀନ ବ୍ରିଜ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିଛି । ନିର୍ମାଣଧୀନ ବ୍ରିଜର ଆପ୍ରୋଚ ରୋଡ ଭାଙ୍ଗିଯିବା ଯୋଗୁଁ ମେସିନ ଓ ଗାଡି ଫସି ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

marjakud-bridge-construction-problem-for-rain-in-boudh-district
ଲଗାଣ ବର୍ଷା ଯୋଗୁଁ  ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା
author img

By

Published : Feb 9, 2020, 11:13 PM IST

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା । ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଧୋଇଗଲା ନିର୍ମାଣଧୀନ ମର୍ଜାକୁଦ ବ୍ରିଜର ଆପ୍ରୋଚ ରୋଡ । ଫଳରେ ବାଧାପ୍ରାପ୍ତ ହୋଇଛି ନିର୍ମାଣଧୀନ ସେତୁ କାର୍ଯ୍ୟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ବ୍ରିଜ ନିର୍ମାଣରେ ସମସ୍ୟା

ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଆସିବା ଫଳରେ ବୌଦ୍ଧର ମର୍ଜାକୁଦ ସେତୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ମର୍ଜାକୁଦ ସେତୁ ନିର୍ଣାଣ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହୋଇଛି। ସେତୁ କାର୍ଯ୍ୟ ନିମନ୍ତେ ରହିଥିବା ଆପ୍ରୋଚ ରୋଡ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବାବେଳେ ମହାନଦୀ ଗର୍ଭରେ ଠିକାସଂସ୍ଥାର ବଡ ବଡ ମେସିନ ଓ ଗାଡି ଫସି ରହିଥିବା ସୂଚନା ମିଳିଛି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଧାର୍ଯ୍ୟ ସମୟରେ ସେତୁ ନିର୍ମାଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ଧୋଇଗଲା ଆପ୍ରୋଚ ରୋଡ ।ଫଳରେ ବାଧାପ୍ରାପ୍ତ ହୋଇଛି ନିର୍ମାଣଧିନ ସେତୁ କାର୍ଯ୍ୟ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।ଲଗାଣ ବର୍ଷା ଯୋଗୁଁ ମହାନଦୀ ରେ ବନ୍ୟା ଜଳ ଆସିବା ଫଳରେ ବୌଦ୍ଧ ମର୍ଜାକୁଦ ସେତୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସେତୁ କାର୍ଯ୍ୟ ନିମନ୍ତେ ରହିଥିବା ଆପ୍ରୋଚ ରୋଡ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବା ବେଳେ ମହାନଦୀ ଗର୍ଭରେ ଠିକାସଂସ୍ଥା ର ବଡ ବଡ ମେସିନ ଓ ଗାଡି ଫସି ରହିଥିବା ସୂଚନା ମିଳିଛି ।ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଧାର୍ଯ୍ୟ ସମୟରେ ସେତୁ ନିର୍ମାଣ କୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

Body:ଲଗାଣ ବର୍ଷା ଯୋଗୁଁ ମର୍ଜାକୁଦ ସେତୁ କାର୍ଯ୍ୟ ବାଧାପ୍ରାପ୍ତ ।

Conclusion:ବାଇଟ-୧-ପରମ କୁମାର ଲୋଇ,ମର୍ଜାକୁଦବାସୀ
ବାଇଟ-୨-କାଶୀନାଥ ପ୍ରଧାନ, ଠିକାସଂସ୍ଥା କର୍ମଚାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.