ETV Bharat / state

ଉତ୍ସାହର ସହ ରମଜାନ ପାଳୁଛନ୍ତି ବୌଦ୍ଧର ମୁସଲମାନ ଭାଇଭଉଣୀ - festival

ନିର୍ଜଳ ଉପବାସ ରହି ନିଷ୍ଠାର ସହ ରମଜାନ ପାଳୁଛନ୍ତି ବୌଦ୍ଧର ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 2, 2019, 11:23 PM IST

ବୌଦ୍ଧ: ଇସଲାମିକ ଧର୍ମର ସବୁଠୁ ପବିତ୍ର ମାସ ରମଜାନ । ଏହି ମାସରେ ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ରୋଜା ବା ବ୍ରତ ରଖିଥାନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧୋଇ ପୂଜା କରି ଖାଦ୍ୟ ଗ୍ରହଣ କରିଥାନ୍ତି ଆଉ ସାରା ଦିନ ନିର୍ଜଳ ଉପବାସ କରିଥାନ୍ତି । ତେବେ ଆଉ ଦୁଇ ଦିନ ପରେ ଚନ୍ଦ୍ର ଦର୍ଶନ କରିବା ପରେ ଉଦଯାପିତ ହେବ ପବିତ୍ର ରମଜାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ରମଜାନ ମାସ ସରି ଆସୁଥିବାବେଳେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ମସଜିଦ । ଆନନ୍ଦ ଓ ଶ୍ରଦ୍ଧାର ସହ ମୁସଲମାନ ଭାଇଭଉଣୀ ମାନେ ରୋଜା ରଖି ପାଳନ କରୁଛନ୍ତି ରମଜାନ ପର୍ବ ।

ଜିଲ୍ଲାର ମୁସଲମାନପଡା, ଖଦାଳ ସାହି ଓ ମନମୁଣ୍ଡାରେ ରହିଛି ତିନୋଟି ମସଜିଦ । ଏହି ତିନୋଟି ମସଜିଦରେ ମୁସଲମାନ ପୁରୁଷମାନେ ଦିନ ସାରା ରୋଜା ବା ଉପବାସ ରହି ସଂଧ୍ୟାରେ ନମାଜ ପାଠ କରି ଖାଦ୍ୟ ଗ୍ରହଣ କରୁଛନ୍ତି । ସେହିପରି ମହିଳାମାନେ ମଧ୍ୟ ନିଜନିଜ ଘରେ ଆନନ୍ଦ ଓ ଶ୍ରଦ୍ଧାର ସହ ରୋଜା ରଖି ରମଜାନ ପାଳନ କରୁଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆଉ ଦୁଇ ଦିନ ପରେ ଚନ୍ଦ୍ର ଦର୍ଶନ ପରେ ଉଦଯାପିତ ହେବ ପବିତ୍ର ରମଜାନ । ପବିତ୍ର ରମଜାନ ମାସ ସରି ଆସୁଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ମସଜିଦ ।ଆନନ୍ଦ ଓ ଶ୍ରଦ୍ଧାର ସହ ମୁସଲମାନ ଭାଇଭଉଣୀ ରୋଜା ରଖି ପାଳନ କରୁଛନ୍ତି ରମଜାନ ପର୍ବ ।

Body:ବୌଦ୍ଧ ଜିଲ୍ଲାର ମୁସଲମାନପଡ,ଖଦାଳ ସାହି ଓ ମନମୁଣ୍ଡା, ଏଭଳି ତିନୋଟି ସ୍ଥାନରେ ରହିଛି ତିନୋଟି ମସଜିଦ ।ଏହି ତିନୋଟି ମସଜିଦ ରେ ବର୍ତ୍ତମାନ ରମଜାନ ମାସ ଚାଲିଥିବାରୁ ମୁସଲମାନ ପୁରୁଷ ମାନେ ଦିନ ସାରା ରୋଜା ବା ଉପବାସ ରହି ସଂଧ୍ୟାରେ ନମାଜ ପାଠ ଓ ଅଳ୍ପ ଖାଦ୍ୟ ଗ୍ରହଣ କରୁଛନ୍ତି ।ସେହିପରି ମହିଳା ମାନେ ମଧ୍ୟ ନିଜ ନିଜ ଘରେ ଆନନ୍ଦ ଓ ଶ୍ରଦ୍ଧାର ସହ ରୋଜା ରହି ରମଜାନ ପାଳନ କରୁଛନ୍ତି ।ବୌଦ୍ଧ ର ପ୍ରାୟ ଦୁଇ ଶହ ବର୍ଷ ତଳର ମସଜିଦ ଠାରେ ଈଟିଭି ଭାରତ ପହଞ୍ଚି ପବିତ୍ର ରମଜାନ ସମ୍ପର୍କରେ ଆଲୋଚନା କରିଥିଲେ ।

Conclusion:ବାଇଟ-୧-ସାମସୁଦ୍ଦିନ ଖାନ , ମୌଲବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.