ETV Bharat / state

ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ଜିଲ୍ଲାପ୍ରଶାସନର ଅଭିନବ ପ୍ରୟାସ

author img

By

Published : Jan 27, 2021, 8:45 AM IST

ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପ୍ରଶାସନର ତିନୋଟି ନିଆରା ପଦକ୍ଷେପ ନେଇଛି । ପୋଲିସ ଓ ଆଇଆରବିର ବ୍ୟାଣ୍ଡ ଓ କଣ୍ଢେଇ ନା କଳାକୁ ଉଦଜୀବିତ କରିବାର ଅଭିନବ ପ୍ରୟାସ କରିଛି ପ୍ରଶାସନ । ଅଧିକ ପଢନ୍ତୁ...

ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ଜିଲ୍ଲାପ୍ରଶାସନର ଅଭିନବ ପ୍ରୟାସ
ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ଜିଲ୍ଲାପ୍ରଶାସନର ଅଭିନବ ପ୍ରୟାସ

ବୌଦ୍ଧ: ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପ୍ରଶାସନର ତିନୋଟି ନିଆରା ପଦକ୍ଷେପ ନେଇଛି । ଦୀର୍ଘ ଦିନରୁ ସୁପ୍ତ ହୋଇପଡିଥିବା ପୋଲିସ ଓ ଆଇଆରବିର ବ୍ୟାଣ୍ଡ ଓ କଣ୍ଢେଇ ନା କଳାକୁ ଉଦଜୀବିତ କରିବାର ଅଭିନବ ପ୍ରୟାସ କରିଛି ଜିଲ୍ଲାପ୍ରଶାସନ । ଜିଲ୍ଲାର ସଂଗ୍ରହାଳୟରେ ଲୁପ୍ତ ପ୍ରାୟ କଣ୍ଢେଇ ନାଚ କଳାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍ ଓ ବୌଦ୍ଧ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । କଳାକାରମାନେ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଓ ଧ୍ବନି ପରିବେଷଣ କରିଥିଲେ । ସେପଟେ ବୌଦ୍ଧ ଜିଲ୍ଲାର ଉପାନ୍ତ ବଡରାହାଯୋର ଗାଁର ଯୁବ ଚିତ୍ରଶିଳ୍ପୀଙ୍କ ପେନସିଲ ଚିତ୍ର ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.