ETV Bharat / state

ଯୁବକଙ୍କ ମହାନତା: ମୃତକଙ୍କ ଉଦ୍ଦେଶ୍ୟରେ କଲେ ପିଣ୍ଡଦାନ

ପବିତ୍ର ମହାଳୟା ପର୍ବରେ ଦେଖିବାକୁ ମିଳିଲା ମହାନତା । ଅସହାୟ ମୃତକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି ଏକ ସ୍ବେଚ୍ଛାସେବୀ ସଙ୍ଗଠନର କିଛି ଯୁବକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 28, 2019, 5:14 PM IST

ବୌଦ୍ଧ: ଆଜି ପବିତ୍ର ମହାଳୟା ପର୍ବ । ପିତୃପକ୍ଷର ଶେଷ ଦିନରେ ଆଜି ନିଜ ନିଜ ପୂର୍ବଜଙ୍କୁ ପିଣ୍ଡଦାନ କରିଛନ୍ତି ହିନ୍ଦୁ ସମ୍ପ୍ରଦାୟ ଲୋକମାନେ । ତେବେ କିଛି ଅସହାୟ ମୃତକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି କିଛି ଯୁବକ । ବୌଦ୍ଧ ମହାନଦୀ ତଟସ୍ଥ ହନୁମାନ ଘାଟରେ ତିଳ ତର୍ପଣ କରିଛନ୍ତି ଏକ ସ୍ବେଚ୍ଛାସେବୀ ସଙ୍ଗଠନ କିଛି ଯୁବକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଯେଉଁ ଅସହାୟ ମୃତକଙ୍କର ସଂସାରରେ କେହି ନାହାଁନ୍ତି ସେମାନଙ୍କ ଆତ୍ମାର ସ୍ବର୍ଗ ପ୍ରାପ୍ତି ଲାଗି ଏକ ସ୍ବେଚ୍ଛାସେବୀ ସଙ୍ଗଠନର କିଛି ଯୁବକ ମିଶି ମହାନଦୀରେ ତର୍ପଣ କରିଛନ୍ତି । ତେବେ ତାଙ୍କର ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ବୌଦ୍ଧର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ବୌଦ୍ଧ ସହରର ମହାନଦୀ ତଟସ୍ଥ ହନୁମାନ ଘାଟ ଠାରେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ଏହି ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ତର୍ପଣ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ।ଏହି ଦିବସରେ ମହାନଦୀରେ ତର୍ପଣ କଲେ ସ୍ବର୍ଗତ ଆତ୍ମା ଶାନ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ଆଜି ପବିତ୍ର ମହାଳୟା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାନଦୀର ଘାଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଛି । କିନ୍ତୁ ଯେଉଁ ଅସହାୟ ମୃତକ ଙ୍କ ସଂସାରରେ କେହି ନାହାନ୍ତି ସେଭଳି ସ୍ବର୍ଗତ ଆତ୍ମା ଙ୍କ ପାଇଁ କିଛି ସ୍ବେଚ୍ଛାସେବୀ ଯୁବକ ମିଶି ମହାନଦୀରେ ତର୍ପଣ କରିଛନ୍ତି ।ଏଭଳି ନିଆରା କାର୍ଯ୍ୟକ୍ରମ କୁ ବୌଦ୍ଧ ର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।ବୌଦ୍ଧ ସହରର ମହାନଦୀ ତଟସ୍ଥ ହନୁମାନ ଘାଟ ଠାରେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ଏହି ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Body:ଅସହାୟ ମୃତକଙ୍କ ଆତ୍ମା ଉଦ୍ଦେଶ୍ୟରେ ତିଳତର୍ପଣ ।

Conclusion:ବାଇଟ-୧-ମିନୁ ପ୍ରସାଦ ମିଶ୍ର, ପୂଜକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.