ETV Bharat / state

ଅଟୋକୁ ପଛରୁ ପିଟିଲା ହାଇୱା: ମାଆ ସମେତ ପୁଅ-ଝିଅ ମୃତ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଳମାଳ ଛକ ନିକଟରେ ଅଟୋକୁ ପଛ ପଟରୁ ପିଟିଲା ପିଚୁ ବୋଝେଇ ହାଇଓ୍ବା । ଘଟଣାସ୍ଥଳରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଦୀପ ଲିଭିଯାଇଛି ।

author img

By

Published : Jan 21, 2021, 11:12 AM IST

Updated : Jan 21, 2021, 11:26 AM IST

ଅଟୋକୁ ପଛରୁ ପିଟିଲା ହାଇୱା, ମା ସହ ଆଖିବୁଜିଲେ ପୁଅ ଓ ଝିଅ

ବୌଦ୍ଧ: ଅଟୋକୁ ପଛ ପଟରୁ ପିଟିଲା ପିଚୁ ବୋଝେଇ ହାଇଓ୍ବା । ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଳମାଳ ଛକ ନିକଟରେ ।

ଆଜି ସକାଳ ପ୍ରାୟ 9ଟା ସମୟରେ ଫଗୁଣମାଲ ଗ୍ରାମର ଏକ ଅଟୋ ନିଜ ସମ୍ପର୍କୀୟ ଲୋକଙ୍କୁ ନେଇ ମନମୁଣ୍ଡା ଆଡକୁ ଆସୁଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ ପିଚୁ ବୋଝେଇ ହାଇଓ୍ବା ବାଡେଇ ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି ।

ଅଟୋକୁ ପଛରୁ ପିଟିଲା ହାଇୱା: ମାଆ ସମେତ ପୁଅ-ଝିଅ ମୃତ

ଘଟଣାରେ ମା ସହିତ ପୁଅ ଓ ଝିଅ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 21, 2021, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.