ETV Bharat / state

ବାରହା ଶିକାର କରି ଚାରି ଯୁବକ ଗିରଫ - ବନ୍ୟଜନ୍ତୁକୁ ମାଂସ ପାଇଁ ଶୀକାର

ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜରେ ବିଗତ କିଛି ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଧିରେ ଧିରେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ପୁଣି ଏକ ବନ୍ୟଜନ୍ତୁକୁ ମାଂସ ପାଇଁ ଶୀକାର କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବାରହା ଶୀକାର କରି ଚାରି ଯୁବକ ଗିରଫ
ବାରହା ଶୀକାର କରି ଚାରି ଯୁବକ ଗିରଫ
author img

By

Published : Mar 23, 2020, 9:51 PM IST

ବୌଦ୍ଧ: ବିପଦରେ ବନ୍ୟଜନ୍ତୁ । ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜରେ ବିଗତ କିଛି ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଧିରେ ଧିରେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ପୁଣି ଏକ ବନ୍ୟଜନ୍ତୁକୁ ମାଂସ ପାଇଁ ଶିକାର କରାଯାଇଥିବା ସୂଚନା ମିଳିଛି ।

ବାରହା ଶୀକାର କରି ଚାରି ଯୁବକ ଗିରଫ

ସୂଚନା ମୁତାବକ, ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ଜିଆଁକଟା ନାଳ ନିକଟରେ ଏକ ବାରହାକୁ ରବିବାର ଶିକାର କରି ତାର ମାଂସକୁ ସଫାସୁତୁରା କରୁଥିବା ବେଳେ ବନ କର୍ମଚାରୀ ଚଢାଉ କରି ଚାରିଜଣ ଯୁବକକୁ ଗିରଫ କରିଛନ୍ତି ।

ଉକ୍ତ ସ୍ଥାନରୁ ବାରହାର କଟା ମାଂସ ସହିତ ଦୁଇଟି ମୋଟର ସାଇକେଲ ଓ ତିନୋଟି ଧାରୁଆ ଅସ୍ତ୍ର ଜବତ କରାଯାଇଥିଲା । ସୋମବାର ଉକ୍ତ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଆହୁରି ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ କହିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.