ETV Bharat / state

ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ - boudh news

ଭାରତୀୟ କିଷାନ ସଂଘ ପକ୍ଷରୁ ମଙ୍ଗଳବାର ଦିନ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ଖବର ପଢନ୍ତୁ...

ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
author img

By

Published : Nov 27, 2019, 2:31 AM IST

ବୌଦ୍ଧ: ଭାରତୀୟ କିଷାନ ସଂଘ ପକ୍ଷରୁ ମଙ୍ଗଳବାର ଦିନ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଶେଷ ଭାବରେ ଜିଲ୍ଲାର ଚାଷୀଙ୍କ ବୀମା ଟଙ୍କା ପ୍ରଦାନ ଓ ଧଳପୁରର ରାଜସ୍ବ କର୍ମଚାରୀଙ୍କ ବରଖାସ୍ତ ଦାବି କରି ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଏନେଇ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାତ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମସ୍ୟାର ଆଗାମୀ ଦିନରେ ସମାଧାନ ନହେଲେ ପୁନର୍ବାର ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର ଉପଦେଷ୍ଟା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଭାରତୀୟ କିଷାନ ସଂଘ ପକ୍ଷରୁ ମଙ୍ଗଳବାର ଦିନ କୃଷି ଅଧିକାରୀ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ବିଶେଷ ଭାବରେ ଜିଲ୍ଲାର ଚାଷୀ ଙ୍କ ବୀମା ଟଙ୍କା ପ୍ରଦାନ ଓ ଧଳପୁରର ରାଜସ୍ବ କର୍ମଚାରୀଙ୍କ ବରଖାସ୍ତ ଦାବୀ କରି ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏନେଇ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସାତ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।ଏହି ସମସ୍ୟା ର ଆଗାମୀ ଦିନରେ ସମାଧାନ ନହେଲେ ପୁନର୍ବାର ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର ଉପଦେଷ୍ଟା କହିଛନ୍ତି ।

Body:ଫସଲ ବୀମା ପ୍ରଦାନ ଦାବୀ ରେ କୃଷି ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ।

Conclusion:ବାଇଟ-୧-ସୂର୍ଯ୍ୟ ନାରାୟଣ ମହାପାତ୍ର, ଉପଦେଷ୍ଟା, ଭା କି ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.