ETV Bharat / state

'ଫନି'କୁ ନେଇ ଚିନ୍ତାରେ କେନ୍ଦୁପତ୍ର ତୋଳାଳି

ବାତ୍ୟା ‘ଫନି’କୁ ନେଇ ରାଜ୍ୟସାରା ଭୟର ବାତାବରଣ । 'ଫନି' ପାଇଁ  ବୌଦ୍ଧର କେନ୍ଦୁପତ୍ର ତୋଳାଳି ଚିନ୍ତାରେ ।

author img

By

Published : May 2, 2019, 4:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅତି ଭୀଷଣ ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଓଡିଶା ଆଡକୁ ତୀବ୍ର ରୂପ ନେଇ ମାଡି ଆସୁଛି । ବାତ୍ୟା ‘ଫନି’କୁ ନେଇ ରାଜ୍ୟସାରା ଭୟର ବାତାବରଣ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ବୋଲି ସୂଚନା ଦେଇଛନ୍ତି । 'ଫନି' ପାଇଁ ବୌଦ୍ଧର କେନ୍ଦୁପତ୍ର ତୋଳାଳି ଚିନ୍ତା ଘେରରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

'ଫନି' ପ୍ରଭାବ ଫଳରେ ଲଗାଣ ବର୍ଷା ହେବାର ସୂଚନା ମିଳିଛି । ଏହି କେନ୍ଦୁ ପତ୍ର ହିଁ ଜୀବନଜୀବିକା । ସେଥିପାଇଁ ଏହାକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ତତ୍ପରତା ଦେଖାଇଛନ୍ତି କେନ୍ଦୁପତ୍ର ତୋଳାଳି । 'ଇଟିଭି ଭାରତ' ଟିମ୍‌ 'ଫନି' ପାଇଁ କେନ୍ଦୁପତ୍ର ତୋଳାଳିଙ୍କୁ ଭେଟି ସେମାନଙ୍କ ପ୍ରତିକ୍ରିୟା ନେଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

hf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.