ETV Bharat / state

'ଇଟିଭି ଭାରତ' ମହାପ୍ରଭାବ; ଡାକ୍ତରଖାନା ପରିସରରୁ କଟା ହେଲା ଗଛ - ଡାକ୍ତରଖାନା ପରିସରରୁ କଟା ହେଲା ଗଛ

'ଇଟିଭି ଭାରତ'ର ମହାପ୍ରଭାବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ବହୁ ପୁରୁଣା ଗଛକୁ କାଟିଲା ଓଡ୍ରାଫ ଟିମ୍‌ । ଏହି ଗଛଟିକୁ କାଟି ଦିଆଯିବା ପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଆଶ୍ବସ୍ତି ପ୍ରକାଶ ।

‘ETV India’ great impact; The tree was cut down from the hospital premises
'ଇଟିଭି ଭାରତ' ମହାପ୍ରଭାବ; ଡାକ୍ତରଖାନା ପରିସରରୁ କଟା ହେଲା ଗଛ
author img

By

Published : Mar 16, 2020, 4:50 PM IST

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତଲା ଜିଲ୍ଲା ପ୍ରଶାସନ । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ବହୁ ପୁରୁଣା ଗଛକୁ କାଟିଲା ଓଡ୍ରାଫ ଟିମ୍‌ ।

'ଇଟିଭି ଭାରତ' ମହାପ୍ରଭାବ; ଡାକ୍ତରଖାନା ପରିସରରୁ କଟା ହେଲା ଗଛ

ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ମୁଖ୍ୟ ଫାଟକ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଏକ ମଲା ନିମ୍ବ ଗଛ ଥିଲା । ଯଦ୍ବାରା ଡାକ୍ତରଖାନା ପରିସର ଦୂଷିତ ହେଉଥିଲା । ଏହା ସହ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଉକ୍ତ ସ୍ଥାନକୁ ବିପଦପୂର୍ଣ୍ଣ ମନେ କରୁଥିଲେ । ରବିବାର ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣର ଗୋଟିଏ ଦିନ ନପୂରୂଣୁ ସୋମବାର ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଉକ୍ତ ଗଛକୁ ଓଡ୍ରାଫ ସହାୟତାରେ କାଟି ଅଞ୍ଚଳକୁ ବିପଦ ମୁକ୍ତ କରିଛି । ତେବେ ଏହି ଗଛଟିକୁ କାଟି ଦିଆଯିବା ପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆଶ୍ବସ୍ତି ଲାଭ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.